Latest Odisha News

BREAKING NEWS

Browsing Category

Uncategorized

ଆଜି ଶ୍ରୀଜିଉଙ୍କ ବନକଲାଗି: ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଶେଷରେ ଆଜି ହେବ ଶ୍ରୀଜିଉଙ୍କର ବନକ ଲାଗି ନୀତି । ଚମକିବେ କାଳିଆ ସାଆନ୍ତ । ମହାପ୍ରଭୂଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଏହି ନୀତି ସମ୍ପନ୍ନ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମୁସଲିମ ଦେଶର ଟଙ୍କାରେ ହିନ୍ଦୁ ଭଗବାନ

ଓଡିଶା ସମ୍ବାଦ ବ୍ୟୁରୋ: ଏକ ମୁସଲମାନ ବହୁଳ ଦେଶ, ଯେଉଁଠି ଲୋକମାନେ ଇସଲାମକୁ ନିଜର ଧର୍ମ ଭାବରେ ଗ୍ରହଣ କରିଛନ୍ତି। ସେଠାକାର ନୋଟରେ କିନ୍ତୁ ଗଣେଶ ଠାକୁରଙ୍କ ଚିହ୍ନ ଦେଖିବାକୁ ମିଳିଥାଏ। କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ। ଇଣ୍ଡୋନେସିଆର ନୋଟରେ ଭଗବାନ ଗଣେଶଙ୍କ ଫଟୋ…

କଞ୍ଚା ଖାଆନ୍ତୁ ଏହି ୫ଟି ଫଳ: ସ୍ୱାସ୍ଥ୍ୟ ପାଇଁ ଦ୍ୱିଗୁଣ ଲାଭଦାୟକ

ଓଡିଶା ସମ୍ବାଦ ବ୍ୟୁରୋ: କଞ୍ଚା ଫଳଗୁଡିକରେ ପାଚିଲା ଫଳ ଅପେକ୍ଷା ଅଧିକ ଡାଇଟରୀ ଫାଇବର ଧାରଣ କରିଥାଏ । ତେଣୁ ଯଦି ଆପଣ ଓଜନ ହ୍ରାସ ପାଇଁ ଯୋଜନା କରୁଛନ୍ତି କିମ୍ବା ହଜମ ସମସ୍ୟା ଭୋଗୁଛନ୍ତି, ତେବେ ଏହି କଞ୍ଚା ଫଳଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ । ଆମ୍ବ, ଅମୃତଭଣ୍ଡା, ସେଓ, କଦଳୀ ଓ…

ଅଞ୍ଜୁ ପରେ ଭାଇରାଲ ହେଲା ସୀମା ହାଇଦରର ଭିଡିଓ: ଲୋକେ କହିଲେ ‘ଗଦର-୨’

ନୂଆଦିଲ୍ଲୀ: ଅଞ୍ଜୁ ପରେ ଭାଇରାଲ ସୀମା ହାଇଦରଙ୍କ ଭିଡିଓ । ଗଦର ୨ ରିଲିଜ ହେବା ପୂର୍ବରୁ ଲୋକେ ପାକିସ୍ତାନ ମହିଳା ଏବଂ ହିନ୍ଦୁ ଯୁବକଙ୍କ ରିଅଲ ଲଭ ଷ୍ଟୋରି ଦେଖିବାକୁ ପାଇଛନ୍ତି । ନଏଡାର ସଚିନ ମୀଣା ଏବଂ ତାଙ୍କର ପାକିସ୍ତାନୀ ପ୍ରେମିକା ସୀମା ହାଇଦରଙ୍କ ସମସ୍ୟା ଦିନକୁ ଦିନ ବଢିବାରେ…

ମଣିପୁର ହିଂସା; ବନ୍ଦ ଘରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଲେ ଦଙ୍ଗାକାରୀ

ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଫୋକସ ଏବେ ମଣିପୁର…

ଭାଲୁ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିଜା ଖମନ ଜଙ୍ଗଲରେ ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ଆହତଙ୍କୁ ନୂଆପଡ଼ା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଦିନ ତଳେ ଭାଲୁ ଆକ୍ରମଣରେ ବିରୁନପଦର ଗାଁର ୭୦ ବର୍ଷର ବୃଦ୍ଧଙ୍କ…

ୱିମ୍ବେଲଡନ ଟେନିସ: ସେମିଫାଇନାଲରେ ହାରିଲେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ଅଭିଯାନ ପୁରୁଷ ଡବଲ୍ସରେ ଶେଷ ହୋଇଛି । ବୋପାନ୍ନ-ଏବଡେନ ପ୍ରଭାବୀ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ସୃଷ୍ଟି କରିଥିଲେ । ତେବେ ସେମିରେ ସେମାନଙ୍କୁ…

ଜଟିଳ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଅଁଳା

ସାଧାରଣତଃ ଅନେକ ଲୋକ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ଉପରେ ନିର୍ଭର କରି ଦେଶ ଖାଦ୍ୟ ତଥା ସବୁଜ ପନିପରିବା ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଐତିହାସିକ ଯୁଗରୁ ହରିଡ଼ା,ବାହାଡ଼ା ଓ ଅଁଳା କୁ ତ୍ରିଫଳ ର ଆଖ୍ୟା ଦିଆ ହେଇଛି । ଏହି ତ୍ରିଫଳର ବହୁ ଔଷଧୀୟ ଗୁଣ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ : ୪ ହଜାର କୋଟି ଟଙ୍କାର ଆୟୁଷ କେତେ ?

ଭୁବନେଶ୍ୱର:ନବୀନ ସରକାରଙ୍କ  ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମେ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା  ଥିଲା ବୋଲି ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ । ଆଜି ଏକ…

କବିତା : ଚା’

ସୁଜାତା ମିଶ୍ର ଦୁଇ କପ୍ ବାମ୍ଫ ଉଠା ଗରମ ଚା'ରେ ଆରମ୍ଭ ହେଉ ଆମ ବନ୍ଧୁତା.. କିଛି ତୁମ ଆଡ଼ୁ କିଛି ମୋ ଆଡ଼ୁ ବଢ଼ି ଯିବ ଉଷ୍ମତା ଆଉ ମଧୁରତା.. ଆଉ ଅଚାନକ ଗପର କବାଟ ପଛରେ ଲୁଚି ଯିବ ନୀରବତା..! ଟିକେ ହସିବା ଟିକେ ଋଷିବା.. ଟିକେ ଚା କପ୍ ରେ ଚୁସ୍କି ଦେବା.. ତୁମେ ବିନା…