Latest Odisha News

BREAKING NEWS

Browsing Category

Uncategorized

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓବିସି ଗଣନା କାର୍ଯ୍ୟ; ସବୁ ଜିଲ୍ଲାପାଳଙ୍କୁ ଓବିସି କମିସନଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର‘ଓବିସି’ଗଣନା କାର୍ଯ୍ୟ ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓବିସି କମିସନ୍ ସଦସ୍ୟ ସଚିବ ଭି.ଭି ଯାଦବ ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଜଣାଇବ ସହ ଗଣନା କାର୍ଯ୍ୟ କିପରି ହେବ ତାହାର…

କନଷ୍ଟେବଳ ପରୀକ୍ଷାର ନକଲି ପ୍ରଶ୍ନପତ୍ର ଭାଇରାଲ ଘଟଣା: ସାମ୍ବାଦିକ, ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର: ପୋଲିସ କନଷ୍ଟେବଳ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ଦୁଇ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତି କରି ଦୁଇ ଯୁବକଙ୍କ ନାଁରେ…

ଏଠି ଯୌତୁକ ଦିଆଯାଏ ଲକ୍ଷ ଲକ୍ଷ ଟଙ୍କା; ହେଲେ ପୁଅ ଘର ଦିଅନ୍ତି ଝିଅ ଘରକୁ

ବେଜିଂ: ଝିଅଟିଏ ହେଲେ ପରିବାରରେ ଚିନ୍ତା ପଡିଯାଏ । ବାହାଘର ପାଇଁ କେତେ ଯୌତୁକ ରଖିବେ ଏବଂ କେମିତି ରଖିବେ ସେ ଚିନ୍ତା ଝିଅଟିର ଜନ୍ମ ବେଳରୁ ହିଁ ବାପା-ମା’ କରିଥାନ୍ତି ।  କାରଣ ଯୌତୁକ ଆମ ସମାଜର ଏକ ପ୍ରଥା ଯାହା ସମୟକ୍ରମେ କଳଙ୍କରେ ପରିଣତ ହୋଇଯାଇଛି । ଖାଲି  ଭାରତରେ ନୁହେଁ, ଅନେକ…

ନୀହାରିକା ମଲ୍ଲିକଙ୍କ ଅନୂଦିତ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବ୍ଲାକ ଈଗଲ ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ 'ଧୂସର ଶୈଶବ' ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି ପଣ୍ଡା, ଅନୁବାଦକ ସୁଭାଷ ଶତପଥି ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ…

ସ୍କୁଲରୁ ମିଳିଲା ୯୪ ବର୍ଷର ପୁରୁଣା ବିଲ୍

ଗତ କିଛି ମାସ ଧରି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର ପୁରୁଣା ବିଲ୍ ବେଶ୍ ଭାଇରାଲ ହେବାରେ ଲାଗିଛି । ଖାଦ୍ୟ ବିଲ୍, ବିଦ୍ୟୁତ୍ ବିଲ୍, ପେଟ୍ରୋଲ୍ ବିଲ୍, ବୁଲେଟ୍ କିମ୍ବା ସାଇକେଲ୍ ବିଲ୍ ଏବଂ ଏହା ସୁନା କିମ୍ବା ରୂପା କିଣିବା ପାଇଁ ବିଲ୍ କି ନୁହେଁ; ଲୋକମାନେ ସମସ୍ତ ପ୍ରକାର ବିଲ୍…

ବର୍ଡର ଗାଭାସ୍କର ଟ୍ରଫି: ତୃତୀୟ ଟେଷ୍ଟ ଖେଳିବେ ନାହିଁ ପାଟ୍ କମିନ୍ସ, ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଷ୍ଟିଭ୍ ସ୍ମିଥ୍

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପୂର୍ବରୁ ୱାର୍ଣ୍ଣର ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଦ୍ୱିତୀୟ ଟେଷ୍ଟ ହାରିବା ପରେ ଘରକୁ ଫେରିଯାଇଥିଲେ ଅଧିନାୟକ ପାଟ୍‌ କମିସନ୍ସ। ଏବେ ସେ ତୃତୀୟ ଟେଷ୍ଟ ବି…

କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ କୁମାର; କହିଲେ, ଭାରତ ମୋ ପାଇଁ ସବୁକିଛି

ମୁମ୍ବାଇ: କାନାଡ଼ା ନାଗରିକତା ତ୍ୟାଗ କରିବେ ବଲିଉଡ୍‌ ଷ୍ଟାର୍ ଅକ୍ଷୟ କୁମାର। ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଜାତୀୟ ଗମଣାଧ୍ୟମରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଦେଶ ପ୍ରତି ଥିବା ତାଙ୍କର ଭଲପାଇବାକୁ ସେ ପ୍ରମାଣିତ…

ବିରଳ;ଦିନରେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର: ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଗୁରବାର ଦିନରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି। ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ବର୍ତମାନ ଏହି ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ…

ଖୋଲାରେ ବିଲେଇ ମଳତ୍ୟାଗ କରିବାରୁ ପାଳିତଙ୍କ ନାଁରେ ଥାନାରେ ମାମଲା

ବ୍ରହ୍ମପୁର: ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମିଲିକ ବିରୋଧରେ ଥାନାରେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଶଙ୍କର ମଠ ସାହି ପାଣି କଲୋନୀରେ। ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇମାନେ ଏଣେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ସାମାନ୍ୟ ବିଚଳିତ କଣ୍ଠରେ ଅନୁସନ୍ଧିତ୍ସାର ରଙ୍ଗଭରି ପଚାରିଲା- ତମେ ତେବେ ଆଗରୁ ଆଉ କାହାକୁ ଭଲପାଉଥିଲ କି ? ଅନ୍ୟଥା ଏସବୁ କଥା ଏତେ ଅନର୍ଗଳ କହିପାରୁଛି କିପରି ? ପଦ୍ମିନୀର ଦୁଇ…