Latest Odisha News

BREAKING NEWS

Browsing Category

Uncategorized

ମୁଖତାର ଅନ୍ସାରୀର ଶୁଟର ସଞ୍ଜୀବଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସ୍ଥାନୀୟ କୋର୍ଟ ପରିସରାର ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଡାହଣ ହାତ ତଥା ଶାର୍ପ ଶୁଟର ସଞ୍ଜୀବ ମାହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀ ଓକିଲଙ୍କ ବେଶରେ ଆସି ଏହି କାଣ୍ଡ ରଚିଥିଲେ । ଏଥିରେ ସିପାହୀ ଲାଲ ମହମ୍ମଦ ଏକ ଛୋଟ ପିଲା ଆହତ ହୋଇଛନ୍ତି ।…

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ମୃତକଙ୍କ ମଧ୍ୟରୁ ୪୦ ଜଣ ବିଦ୍ୟୁତ ଆଘାତରୁ ମରିଛନ୍ତି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଯାତ୍ରୀ ଆହତ ହୋଇଛନ୍ତି । ହେଲେ ମୃତକଙ୍କ ମଧ୍ୟରୁ ୪୦ ଜଣଙ୍କର ବିଦ୍ୟୁତ ଆଘାତରୁ ମୃତ୍ୟୁ ଘଟିଥିବା କୁହାଯାଉଛି । ଏମିତି ତଥ୍ୟ ରହିଛି ରେଳବାଇ…

ପ୍ରଥମ ବ୍ୟକ୍ତି ଭାବେ ମାନହାନୀ ମାମଲାରେ ସର୍ବାଧିକ ସଜା ପାଇଲି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ପ୍ରଥମ ଥର ପାଇଁ ବିଦେଶରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମୁଁ ପ୍ରଥମ ବ୍ୟକ୍ତି ଯାହାଙ୍କୁ ମାନହାନୀ ମାମଲାରେ ସର୍ବାଧିକ ଦଣ୍ଡବିଧାନ ମିଳିଛି ବୋଲି ରାହୁଲ ଗାନ୍ଧୀ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଉଦବୋଦନ ଦେଇ କହିଛନ୍ତି। ଆମେରିକାର…

ହତ୍ୟାର ୩ ମାସ ପରେ ଏତଲା, ୪ ଦିନରେ ୪ ଗିରଫ

ବାଲିଗୁଡ଼ା: ପୂର୍ବ ଶତ୍ରୁତାକୁ ନେଇ ମାର୍ଚ୍ଚ ମାସରେ ହୋଇଥିବା ହତ୍ୟା ନେଇ ମେ ୨୨ରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗର ୪ ଦିନ ମଧ୍ୟରେ ବାଲିଗୁଡ଼ା ଥାନା ପୋଲିସ ୪ ଭାଇଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି । ସୂଚନା ପ୍ରକାରେ, ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା…

ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲଙ୍କ ସହ ସ୍ୱର ମିଳାଇଲେ କେସିଆର୍

ହାଇଦ୍ରାବାଦ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲ୍ ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତେଲଙ୍ଗାନା ଯାଇ ହାଇଦ୍ରାବାଦରେ କେସିଆରଙ୍କୁ ଭେଟିଛନ୍ତି । କେସିଆର୍ ଓ…

ଖେଳ ହେଲା କାଳ; କାର ଭିତରେ ପଶି ଡୋର ଲକ କରିଦେଲା ୩ ବର୍ଷର ଶିଶୁ, ଆଉ ତା’ ପରେ..

ବରେଲି: ବାପା-ମା’ଙ୍କର ସାମାନ୍ୟ ଭୁଲ କେତେ ବଡ ବିପର୍ଯ୍ୟୟ ଆଣି ନ ଦେଲା ! ଜୀବନଠୁ ଅଧିକ ଭଲ ପାଉଥିବା କୁନି ଝିଅକୁ ପାଦେ ପାଦେ ଜଗିଥିଲେ । ଆଖିରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଦେଉ ନ ଥିଲେ । ହେଲେ କେମିତି ଏତେ ବଡ ଭୁଲ ହୋଇଗଲା  ଯେ ଚାଲିଗଲ ଝିଅର ଜୀବନ ! ସାମାନ୍ୟ ଅନ୍ୟମନସ୍କତାର…

ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଗିରଫ ପରୱାନା ଜାରି କରିିଛି ସିବିଆଇ କୋର୍ଟ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା  ବାରମ୍ବାର ନୋଟିସ ପରେ ବି…

ଖେଳୁଥିବା ବେଳେ ଅଘଟଣ, ପୋଖରିରେ ବୁଡ଼ି ଯାଇ ଭାଇଭଉଣୀ ମୃତ

ଜୟପୁର: ବାପା ଜମିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରିରେ ବୁଡ଼ି ଭାଇଭଉଣୀ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପିପଳପୁଟ ଗାଁରେ । ଗାଁ ନିକଟସ୍ଥ ପୋଖରିରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ବୁଡ଼ି…

୭ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍‌ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ…

ଇମ୍ରାନଙ୍କୁ ଆତଙ୍କୀ ପରି ବ୍ୟବହାର ଦେଖାଉଥିଲେ, ଠେଙ୍ଗାରେ ପିଟୁଥିଲେ; ଶୀଘ୍ର ମୁକ୍ତି ପାଇଁ ଆଦେଶ ଦେଲେ…

ଇସଲାମବାଦ: ମୁକ୍ତ ହେବେ ପାକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗତକାଲି ସୁପ୍ରିମକୋର୍ଟରେ ହାଜର ହେବା ପରେ ତାଙ୍କର ଗିରଫଦାରୀ ବେଆଇନ ବୋଲି କହିଥିଲେ କୋର୍ଟ ।  ତୁରନ୍ତ ତାଙ୍କୁ ମୁକ୍ତ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରାୟ ପରେ ଜେଲରୁ…