Latest Odisha News

BREAKING NEWS

Browsing Category

Uncategorized

ପୁରୀରେ ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ:  ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ ଆରମ୍ଭ ହେବ। ଏନେଇ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ  । ଆଜି ଫଗୁ ଦଶମୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ…

ଋଷର ସାଙ୍ଘାତିକ ଅଭିଯୋଗ, ଯୁଦ୍ଧରେ ୟୁକ୍ରେନକୁ ବାୟୋ ୱିପନ ଯୋଗାଉଛି ଆମେରିକା

ଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ  ପରସ୍ପର  ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ ବିସ୍ଫୋରକ ବୟାନ ଜାରି କରିଛି ଋଷିଆ । ଯୁଦ୍ଧ ସଙ୍କଟ ମଧ୍ୟରେ…

ଆଗକୁ ବଢିବ ତାତି, ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନରେ ରାଜ୍ୟରେ ବଢିବ ତାପମାତ୍ରା  । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ଉପରେ ରହୁଥିବା‌ ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ମାର୍ଚ୍ଚ ୧୫ ତାରିଖରେ…

ମହିଳା ବିଶ୍ୱକପ: ଶତକୀୟ ଇନିଂସ ଖେଳିଲେ ସ୍ମୃତି ଓ ହରମନପ୍ରୀତ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ମହିଳା ବିଶ୍ୱକପରେ କମାଲ କଲେ ଭାରତୀୟ ଖେଳାଳି ସ୍ମୃତି ମାନ୍ଧାନା ଓ ହରମନପ୍ରୀତ କୌର । ଧୂଆଁଧାର ବ୍ୟାଟିଂ କରି ଶତକୀୟ ଇନିଂସ ଖେଳିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ୩୧୮ରନ୍ ଟାର୍ଗେଟ ଠିଆ କରିଛି ଟିମ୍ ଇଣ୍ଡିଆ । ସ୍ମୃତି ମାନ୍ଧାନା ୧୧୯ ବଲରୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ମୋବାଇଲ ମେକାନିକ ଲାଭ ସିଂ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନି ନିର୍ବାଚନ ଲଢ଼ୁଥିବା ଉଭୟ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଚମକୌର ଏବଂ ଭଦୌରରୁ ଚନ୍ନି ହାରିଥିବା ବେଳେ…

[ଦେଖନ୍ତୁ ଭିଡିଓ] ୫ଟି ରାଜ୍ୟରେ ଭୋଟ୍‌ ଗଣନା : ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି

ଦିଲ୍ଲୀ: ଆଜି ୫ଟି ରାଜ୍ୟରେ ଭୋଟ୍‌ ଗଣନା ଚାଲିଥିବା ବେଳେ ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି ଜଣାପଡ଼ିଛି । ପଞ୍ଜାବରେ ‘ଆପ୍‌’ ସଂଖ୍ୟାଗରିଷ୍ଠତା ହାସଲ ଦିଗରେ ଅଗ୍ରସର ହେଉଥିବା ଟ୍ରେଣ୍ଡ୍‌ରୁ ଆଭାସ ମିଳୁଛି । ସେହିପରି ଉତ୍ତର ପ୍ରଦେଶରେ ବିଜେପି ଆଗୁଆ ରହିଛି ।…

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ…

କିଟରେ ଅନ୍ତର୍ଜାତୀୟ ମହିଳା ଦିବସ: ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ

ଭୁବନେଶ୍ୱର: କିଟ ଓ କିସ୍‍ ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ,…

ଖୁବଶୀଘ୍ର ୟୁକ୍ରେନ ରାଜଧାନୀ କିବ୍‌କୁ ଅକ୍ତିଆର କରିବ ଋଷ ସେନା

ମସ୍କୋ : ସଫଳ ହେବାରେ ଲାଗିଛି ଋଷର ମିସନ କିବ୍ । ଖୁବଶୀଘ୍ର ୟୁକ୍ରେନ ରାଜଧାନୀ କିବ୍‌କୁ ଅକ୍ତିଆର କରିପାରନ୍ତି ଋଷ ସୈନ୍ୟ । ଋଷର ଘନଘନ ଆକ୍ରମଣକୁ ନେଇ ହାତ ଟେକିଦେଲେଣି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ ଚାଲିଥିବା ବେଳେ ଶକ୍ତିଶାଳୀ…

ୟୁକ୍ରେନରୁ ଫେରିବେ ଓଡ଼ିଆ: ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…