Latest Odisha News

BREAKING NEWS

Browsing Category

Video

ବର ଦେହରେ ହଳଦୀ ଲଗାଉଥିଲେ, ନିଜେ ଟଳିପଡିଲେ

ମୃତ୍ୟୁ କେତେବେଳେ କେଉଁଠି କେଉଁ ରୂପରେ ଆସିବ ତାହା କାହାରିକୁ ଜଣାନଥାଏ । ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଯେଉଁଠି ହସଖୁସିର ମାହୋଲରେ ମୃତ୍ୟୁର ତାଣ୍ଡବ ଖେଳିଛି । ତେବେ ଏମିତି ଏକ ଛାତିଥରା ଭିଡିଓ ଏବେ ଭାଇରାଲ ହେଉଛି । ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ…

ଭାସୁଥିବା ବରଫ ଉପରେ ଚିତ୍ର କରି ଚର୍ଚ୍ଚାରେ ବ୍ୟକ୍ତି

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଚମତ୍କାର ପ୍ରତିଭାର ଅଧିକାରୀ । ସେମାନେ ନିଜର ଦକ୍ଷତା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।  ସେମାନଙ୍କର କିଛି ଭିଡିଓ ଏବଂ ଚିତ୍ର ଏତେ ଆଶ୍ଚର୍ଯ୍ୟକର ହୋଇଥାଏ ଯେ ସେଥିରୁ ଆଖି ହଟାଇବାକୁ ଇଚ୍ଛା ହୁଏ ନାହିଁ । ତେବେ ଏମିତି ଜଣେ…

ମାଙ୍କଡ ମାଜୁଛି ବାସନ

ସେ ଦୁଷ୍ଟ କିନ୍ତୁ ଚୁଲବୁଲ । ତା ହରକତ ବେଳେବେଳେ ବିରକ୍ତ କରିଦିଏ । ବେଳେବେଳେ ଏହି ଦୁଷ୍ଟାମୀ ମଜା ବି ଦେଇଥାଏ । ହଁ, ଆମେ କହୁଛୁ ମାଙ୍କଡ କଥା । ଜଙ୍ଗଲି ହେଲେ ବି ବେଳେବେଳେ ବେଶ ବୁଦ୍ଧିମତାର ପରିଚୟ ଦେଇଥାଏ ମାଙ୍କଡ । ସ୍ନେହ ଦେଇ ପାଳିଲେ ମଣିଷ ପାଖରେ ମଣିଷ ପରି ରୁହନ୍ତି । ତାଲିମ…

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ…

ଗୋଟିଏ ଓଭରରେ ଛ’ଟି ଓ୍ୱିକେଟ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ। ଯେକୌଣସି ସମୟରେ ଏହି ଖେଳର ମୋଡ଼ ବଦଳିଯାଇପାରେ। ଆଜିର ସମୟରେ ଏହି କ୍ରିକେଟ୍ ବ୍ୟାଟସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ। ଅର୍ଥାତ୍ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ ବିସ୍ତାର ଅଧିକ ରହିଛି। ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ…

[ଦେଖନ୍ତୁ ଭିଡିଓ] ସାଢେ ୪ କୋଟି ଓଡ଼ିଆ ପ୍ରୟାସ କଲେ ସମ୍ଭାବନା ସୃଷ୍ଟି :କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବାଦିକ ସମ୍ମିଳନୀ ଆରମ୍ଭରୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାପରେ ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ନେଇ ସମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

[ଭିଡ଼ିଓ] ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ BSF ଦ୍ଵାରା ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଖୁସିର ଖବର । ମାଓଦମନ ସାଙ୍ଗକୁ ଏଥର ଲୋକଙ୍କ ସ୍ୱାସ୍ଥ୍ୟ ସେବା କଥା ଚିନ୍ତା କରିଛି  ବିଏସଏଫ ବାହିନୀ । ସାଧାରଣତନ୍ତ୍ର ଦିବସରେ ଦଶ ହଜାରରୁ ଉର୍ଦ୍ଧ ବାସୀଙ୍କୁ ମିଳିଛି ୧୦୮ ୱାଟର ଆମ୍ବୁଲାନ୍ସ । ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳର…

[ଭିଡ଼ିଓ] ଚିତ୍ରକଳାରେ ଜାତୀୟ ବାଳିକା ଶିଶୁ ଦିବସ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ବାଳିକା ଶିଶୁ ଦିବସ । ଦେଶରେ ଏବେ ଏମାନଙ୍କ ସୁରକ୍ଷା ନେଇ ବଢିଛି ଚିନ୍ତା । ସେମାନଙ୍କ ଲାଳନ ପାଳନରୁ ନେଇ ଶିକ୍ଷା ପର୍ଯ୍ୟନ୍ତ। ତା ସହିତ ସମାଜରେ ସେମାନଙ୍କର ଅଧିକାର ପାଇଁ ସଚେତନତା ସୃଷ୍ଟି କରାଯାଉଛି । ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନେଇ ସେମାନଙ୍କୁ…

[ଭିଡ଼ିଓ] ନିଆରା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ଥିଲେ ସେ । ଦେଶର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ…

[ଭିଡ଼ିଓ] ମନେ ରହିବେ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ

ଭୁବନେଶ୍ୱର: ଆଉ ନାହାନ୍ତି କଥକ ସମ୍ରାଟ , କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁ । ୮୩ ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ମହାନ୍ ନୃତ୍ୟ ସମ୍ରାଟ । ଏକ ପ୍ରଖ୍ୟାତ କଥକ…