Latest Odisha News
Browsing Category

Video

ପ୍ରେମ ଦେଖେନା ବୟସ

ମୁମ୍ବାଇ: ପ୍ରେମ ଶାଶ୍ୱତ ଏବଂ ଅନ୍ଧ। ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ। ପ୍ରେମ ଦେଖେନା ବୟସ କି ରଙ୍ଗ। ପ୍ରେମ ଏକ ସୁନ୍ଦର ଅନୁଭବ। ଏହି ପ୍ରେମ ଦୁଇ ମନର ମିଳନ। କିଛି ପ୍ରେମକାହାଣୀ ଏପରି ଅଛି ଯାହା ସବୁଦିନ ପାଇଁ ଅମର ହୋଇଯାଇଛି। ସେହିଭଳି କିଛି ବିଷୟରେ ଜାଣି ଅନେକ ଆଶ୍ଚର୍ଯ୍ୟ…

ମୁଣ୍ଡ ବିହୀନ କୁକୁର; ଯିଏ ଦେଖୁଚି ସେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ସେ ଭିଡିଓ ହେଉ କି ଫଟୋ କିନ୍ତୁ ବେଳେବେଳେ ଏମିତି କିଛି ଜିନିଷ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଫଟୋ ଦେଖାଇବାକୁ ଯାଉଛୁ, ଯାହା ଆପଣଙ୍କୁ…

ବିଶ୍ୱାସର ଡୋରିରେ ବନ୍ଧା ବନ୍ଧୁତା

ବିଶ୍ୱାସ ଡୋରିରେ ବନ୍ଧା ବନ୍ଧୁତା। ଭଗବାନଙ୍କର ଏକ ଆକସ୍ମିକ ଓ ଅମୂଲ୍ୟ ଉପହାର। ବନ୍ଧୁତା ସାଗର ପରି ଗଭୀର, ଆକାଶ ପରି ଅସୀମ। ଶୂନ୍ୟତାରେ ଭରିଦିଏ ଅସଂଖ୍ୟ ଖୁସିର ଫଗୁଣ। ବନ୍ଧୁତା ଦେଖେନା ଜାତିଅଜାତି, ରୂପରଙ୍ଗ, ମଣିଷ, ପଶୁପକ୍ଷୀ କି ସାନବଡ଼। ବନ୍ଧୁ ଭିତରେ ନିର୍ମଳ ମନ ଟିଏ ହିଁ ଖୋଜେ…

ରିଲ୍ସ ନିଶା, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ରିଲ୍ସ ବନାଇବା ନିଶାରେ ଆଜିକାଲିର ଯୁବପିଢି । ଏହି କାରଣରୁ ଅନେକ ଜୀବନ ଯାଇଥିବା କଥା ବି ଆପଣ ଜାଣନ୍ତି। ଲୋକେ କେବେ  ଓ କେଉଁଠାରେ ଦୁର୍ଘଟଣାର ଶିକାର ହେଉଛନ୍ତି ତାହା କିଛି ଜଣାପଡୁନି। ‌ମେଟ୍ରୋରୁ ନେଇ ଟ୍ରେନ୍‌ ଆଦି ବିଭିନ୍ନ ସ୍ଥାନରେ ଯୁବପିଢ଼ିମାନେ ରିଲ୍ସକୁ ନେଇ ପାଗଳ ।…

ଫ୍ରିଜ୍ ଭିତରେ ଥିବା ସୁପରୁ ମିଳିଲା ମଡେଲଙ୍କ କଟା ଅଙ୍ଗ

ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଙ୍କ ସହ ଯାହା ଘଟିଛି ତାହା ଜାଣିଲା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଏହି ମଡେଲର ନାମ ଥିଲା ଏବି ଚୋଇ । ଯାହାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଡେଲକୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ…

ଭିଡିଓ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ବେଶ୍ ହୃଦୟସ୍ପର୍ଶୀ ହୋଇଥାଏ ତ କିଛି ଭିଡିଓ ବେଶ୍ ମଜାଳିଆ । ତେବେ ଏମିତି ଏକ ମଜାଦାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଦେଖିବାକୁ ମିଳୁଛି ଜଣେ ମହିଳା ବର ଓ ବଧୂଙ୍କ ବିବାହ…

୧୯୮୦ ମସିହାର ମେନ୍ୟୁ କାର୍ଡ, ଦର ଦେଖି ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ସବୁ ଜିନିଷ ଖୁବ ମହଙ୍ଗା। ଆଗରୁ ସବୁ ଜିନିଷ ଶସ୍ତାରେ ମିଳୁଥିଲା ବେଳେ ଏବେ ସବୁର ଦର ଆକାଶ ଛୁଆଁ। ତେବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ମେନ୍ୟୁ କାର୍ଡ, ଏହାକୁ ଦେଖି ଅପାଣ ଜାଣିପାରିବେ ଯେ ୧୯୮୦ ମସିହାରେ ମିଠା, ନମ୍‌କିନ୍‌ର ଦର କେତେ କମ ଥିଲା। ଏହି…

ଦୁନିଆର ସବୁଠୁ ମହଙ୍ଗା ଘର

ନିଜ ପାଇଁ ନିଜ ପସନ୍ଦର ଘର ତିଆରି କରିବା ସମସ୍ତଙ୍କ ସ୍ୱପ୍ନ । ପ୍ରତ୍ୟେକ ବ୍ୟକ୍ତି ନିଜ ସମ୍ୱଳକୁ ଦେଖି ସେଥିପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ତେବେ  ଦୁନିଆରେ ଏମିତି ବି କିଛି ଘର ଅଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ମହଙ୍ଗା ଘର ଗୁଡିକ ବିଷୟରେ…

ଦୁନିଆର ସବୁଠାରୁ ଛୋଟ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଚୀନ୍ ହେଉଛି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି । ଏହା ଜାଣି ଆପଣ ବିଶ୍ୱାସ କରିବେ ନାହିଁ? କିନ୍ତୁ ଏହା ସଂପୂର୍ଣ୍ଣ ସତ  । ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ…

ବର ଦେହରେ ହଳଦୀ ଲଗାଉଥିଲେ, ନିଜେ ଟଳିପଡିଲେ

ମୃତ୍ୟୁ କେତେବେଳେ କେଉଁଠି କେଉଁ ରୂପରେ ଆସିବ ତାହା କାହାରିକୁ ଜଣାନଥାଏ । ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଯେଉଁଠି ହସଖୁସିର ମାହୋଲରେ ମୃତ୍ୟୁର ତାଣ୍ଡବ ଖେଳିଛି । ତେବେ ଏମିତି ଏକ ଛାତିଥରା ଭିଡିଓ ଏବେ ଭାଇରାଲ ହେଉଛି । ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ…