Latest Odisha News

BREAKING NEWS

Browsing Category

Video

ଅପହଞ୍ଚ ଇଲାକାରେ ବିକାଶ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶକୁ ନେଇ କେତେ କଣ୍ ଯୋଜନା । ରାଜ୍ୟ ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ଆମେ ଏହାର ବାସ୍ତବ ଚିତ୍ର ଆପଣଙ୍କୁ ଦେଖାଇବାକୁ । ରାଲେଗାଡା ପଞ୍ଚାୟତରେ ଏମିତି ଅନେକ ଗାଁ ରହିଛି ଯେଉଠି ଆଜି ପର୍ଯ୍ୟନ୍ତ କୌଣସି ସରକାରି…

ସାତ ରଙ୍ଗର ‘ରେନ୍ ବୋ’ ନଦୀ

ନାଲି, ଧଳା, ଗୋଲାପୀ ଆଉ ନାରଙ୍ଗୀ ଏମିତି ବହୁତ ରଙ୍ଗର ହୋଇଛି ସମ୍ମିଶ୍ରଣ । ଏହା ରଙ୍ଗ ନୁହେଁ ଏ ହେଉଛି ଇନ୍ଦ୍ରଧନୁର ସାତ ରଙ୍ଗ ନେଇ ନଦୀର ଜଳ । ଆଖିକୁ ବିଶ୍ୱାସ ନହେଲେ ବି ସତ । ଏହି ନଦୀର ଜଳ ଇନ୍ଦ୍ର ଧନୁର ସାତ ରଙ୍ଗର ସମ୍ମିଶ୍ରଣ । ପ୍ରାକୃତିକ ମନୋରମ ପରିବେଶ ଭିତରେ ସାତ ରଙ୍ଗରେ…

ମରିଯାଇଛି କି ମଣିଷ ପଣିଆ??

କାମାକ୍ଷାନଗର: ରୋଗ କ’ଣ ମାନବିକତାକୁ ବି ମାରିଦିଏ ??ମଷିଣ ପଣିଆ ବି ହଜିଯାଏ?? କରୋନା ତ ଯାହା କଲା । ହେଲେ ପ୍ରଶାସନ କଣ ଠିକ୍ କରିଲା । କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣେ ଶିକ୍ଷକଙ୍କ ମୃତ ଦେହକୁ ଜଙ୍ଗଲରେ ଫିଙ୍ଗି ଦେବା କେତେ ଦୂର ଠିକ୍‌? ମୃତ ଦେହକୁ ଦାହ ନକରି କୁକର ବିଲୁଆଙ୍କ ପାଖରେ…

କରୋନା କାଳରେ ଫ୍ଲେମିଙ୍ଗୋ

ଭୁବନେଶ୍ୱର:କରୋନା କାଳରେ ଲକ୍ ଡାଉନ୍ ସଟଡାଉନ୍ । ଆଉ ସେହି ନୀରବ ପରିବେଶ ଭିତରେ ଆଡା ଜମାଇଛନ୍ତି ଫ୍ଲେମିଙ୍ଗୋ ପକ୍ଷୀ । ହଜାର ହଜାର ସଂଖ୍ୟାରେ ପକ୍ଷୀ ଉଡିଆସିଛନ୍ତି । ପରିବେଶ ଟିକେ ଉଷ୍ମ ହୋଇଗଲେ ଏମାନଙ୍କର ଆଗମନ ହୋଇଥାଏ । ଚଳିତଥର ଚିଲିକାରେ ମଧ୍ୟ ଏହି ପକ୍ଷୀ ମାନଙ୍କର ବେଶ୍ ଗହଳି…

ଗରମରୁ ତ୍ରାହି

ଭୁବନେଶ୍ୱର: ବଢୁଛି ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ । କିଭଳି ଥଣ୍ଡା ଟିକେ ପାଇବେ ଲୋକେ ବିଭିନ୍ନ ଉପାୟ କରୁଛନ୍ତି । ହେଲେ ଏଥିରୁ କିନ୍ତୁ ବାଦ୍ ପଡିନାହାନ୍ତି ଜୀବଜନ୍ତୁ । ଏହିଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ବର୍ଷା ପାଇଁ ଅନ୍ଧ ବିଶ୍ୱାସ… .

ଭୁବନେଶ୍ୱର: କରୋନା କାଳରେ ଦେଶରେ ସଙ୍କଟ ଜନକ ସ୍ଥିତିରେ ଲୋକେ । ଆଉ ତା ଭିତରେ ଏକ ବିଚିତ୍ର ଦୃଶ୍ୟ ସାମନାକୁ ଆସିଛି । କରୋନା ଆଉ ଗ୍ରୀଷ୍ମପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଉ ତା ଭିତରେ ବର୍ଷା ମୁନ୍ଦାଏ ପାଇଁ କିଛି ଲୋକ ଅନ୍ଧିବଶ୍ୱାସର ବଶବର୍ତ୍ତୀ ହୋଇ ଏମିତି କିଛି କାଣ୍ଡ…

ପ୍ରଦୂଷିତ ହ୍ରଦରେ ମାଛ ମଡ଼କ

ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବାରେ ଲାଗିଛି । କରୋନା ଯୋଗୁ ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ବେଶ୍ ପ୍ରଭାବିତ ହେଉଛି ମଣିଷ । କେବଳ ମଣିଷ ନୁହେଁ ବହୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି । ଯାହା ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ପରିବଶେ ପ୍ରଦୂଷଣ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୭-୬-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ  ତା ୭ ରିଖ ରବିବାର ବୃଷ ୨୫ ଦିନ  ଆଷାଢ ମାସ କୃଷ୍ଣ ପକ୍ଷ  ଦ୍ବିତୀୟା  ତିଥି  ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର  ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ତୁଳା , କୁମ୍ଭ ରାଶିର ପୁରୁଷ ଓ  ବୃଷ ମିଥୁନ …

ଦେଖନ୍ତୁ ଭିଡ଼ିଓ: ଶୀତଳ ଷଷ୍ଠୀ ଅବସରରେ ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ‘ଗୁଆଲି ଉତ୍ସବ’

ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ । ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ସମେତ ସାହିମାନଙ୍କରେ ଥିବା ସମସ୍ତ ଶୈବ ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହାର ତତ୍ପର ଦିନ ଅର୍ଥାତ ଜ୍ୟେଷ୍ଠ…