Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] କରୋନା ଭୟାବହତାର ଆଉ ଏକ ଉଦାହରଣ…

ଶ୍ରୀକାକୁଲମ୍‌ (ଆନ୍ଧ୍ରପ୍ରଦେଶ): କରୋନାର କରାଘାତରେ ତଳେ ପଡିଥିଲା ବାପା । ସେପଟେ ଝିଅଟି ନିଜ ବାପା ମୁହଁରେ ଟିକେ ପାଣି ଦେବାକୁ ଚାହୁଁଥିଲା । ହେଲେ ଭାଗ୍ୟର ବିଡମ୍ବନା । ଖୋଦ ତଳେ ପଡିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଅର୍ଥାତ ଝିଅଟିର ମାଆ ତା ବାପାକୁ ପାଣି ଦେବାକୁ ମନା କରୁଥିଲା । ହେଲେ…

ନୀଳ ଆକାଶରେ ସିଗଲଙ୍କ ଉଡାଣ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଦୁଇଟି ପକ୍ଷୀଙ୍କର ଭିଡିଓ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ନୀଳ ଆକାଶରେ ମୁକ୍ତ ବିହଙ୍ଗ ଦୁଇଟିର ଉଡୁଥିବାର ବେଶ୍ ମଜାଦାର ଭିଡିଓ । ଦୁଇଟି ସିଗଲ ଅବାଧରେ ଉଡି ବୁଲୁଛନ୍ତି । ସବୁଠୁ ମଜା କଥା ହେଲା ଗୋଟିଏ ପକ୍ଷୀ ଅନ୍ୟ ପକ୍ଷୀଟିକୁ ପିଠିରେ ବସାଇ…

[ଭିଡିଓ] ପ୍ରଶଂସା ସାଉଣ୍ଟୁଛି କେରଳ ପୋଲିସର ସଚେତନତା ଭିଡିଓ

କେରଳ: କରୋନା ସଚେତନତା ପାଇଁ କେରଳ ପୋଲିସ ଆପଣେଇଛି ନିଆରା ଉପାୟ । ଏକ ସୁପରହିଟ୍ ତାମିଲ ଗୀତରେ ୯ଜଣ ପୋଲିସ କର୍ମୀଙ୍କୁ ଡାନ୍ସ କରିବାରେ ଦେଖିବାକୁ ମିଳିଛି । ଏହି ଗୀତର ଲିରିକ୍ସରେ ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ସାନିଟାଇଜର ବ୍ୟବହାର କରିବା ପର୍ଯ୍ୟନ୍ତ…

[ଭିଡିଓ] ଅଟୋରିକ୍ସାରେ ଆପାତକାଳୀନ ସେବା !

ସତାରା (ମହାରାଷ୍ଟ୍ର): ମହାରାଷ୍ଟ୍ରରେ କରୋନା ଦେଖାଇଛି କରାଳ ରୂପ । ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା । ଚରମ ସୀମାରେ ପହଂଚିଛି ରୋଗୀଙ୍କ ଦୁର୍ଦ୍ଦଶା । ଏମିତି ସ୍ଥିତିରେ ଜଣେ ମହିଳାଙ୍କ ଚକିତକର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି । ଅକ୍ସିଜେନ୍ ସିଲିଣ୍ଡର ଧରି…

ଘରୁ ଡାକି ନେଇ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ, ଜାଣନ୍ତୁ କାରଣ…

ନବରଙ୍ଗପୁର: ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ଗାଁର ମେଡିକାଲ ଷ୍ଟୋର ମାଲିକ କାହ୍ନୁ ଦାଶଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

ମୁମ୍ବାଇ ମାନିଆ, ଚୁଲିକି ଯାଉ କରୋନା ସଚେତନତା !

ମୁମ୍ବାଇ: କରୋନା ମହାମାରୀରେ ଛଟପଟ ହେଉଥିଲା ସାରା ବିଶ୍ୱ । କିଛିଦନର ତ୍ରାହି ପରେ ପୁଣି କଡ ଲେଉଟିଲାଣି କରୋନା । ତଥାପି ସଚେତନ ହେବାକୁ ନାରାଜ ଆଜିର ଆଧୁନିକ ମଣିଷ । ମାସ୍କ ପିନ୍ଧିବାକୁ କହିବାରୁ ପୌରପାଳିକା ମହିଳା କର୍ମଚାରୀ ନିସ୍ତୁକ ମାଡ ମାରିଛନ୍ତି ଅନ୍ୟ ଜଣେ ମହିଳା । ମୁମ୍ବାଇ…

ଷଣ୍ଢ ଓ ମହାରାଷ୍ଟ୍ର ଭାୟା ମାଲକାନଗିରି !

ମାଲକାନଗିରି: ଷଣ୍ଢ କରିବ ବାସ୍ତୁଦୋଷର ଉପଚାର । ଟଙ୍କା ଦେଲେ ହେବ ରିଷ୍ଟ ଖଣ୍ଡନ । ମହାରାଷ୍ଟ୍ରରୁ ଆସିଥିଲେ ୪ଜଣ । ମାଲକାନଗିରିରୁ ୪୮ ହଜାର ଟଙ୍କା ଠକି ଚମ୍ପଟ୍ ମାରିଥିଲେ । ଶେଷରେ ସେମାନଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,…

ଭାଇରାଲ୍ ହେଲା ମାଓବାଦୀଙ୍କ ମହିଳା ଦିବସ ଭିଡିଓ

ମାଲକାନଗିରି: ମାଓବାଦୀ ପାଳିଥିଲେ ଆନ୍ତର୍ଜାତୀୟ ମହିଳା ଦିବସ । ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ ଶତାଧିକ ମହିଳା ଓ ପୁରୁଷ । ଶୋଭାଯାତ୍ରାଠୁ ଆରମ୍ଭ ହୋଇ ପ୍ରଜାମେଳିରେ ସମାପ୍ତ ହୋଇଥିଲା ସମାବେଶ । ଆଗାମୀ ଦିନରେ ମାଓ ସଙ୍ଗଠନରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ସୂଚନା ରହିଛି ।…

ଆତ୍ମନିର୍ଭରଶୀଳ ବିଜୟ,୯୮ ନଟ୍ ଆଉଟ୍ !

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । ମାତ୍ର କେଇଦିନ ତଳର କଥା । ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଜଣେ ୯୮ ବର୍ଷୀୟ ବୃଦ୍ଧ ଦେଇଥିଲେ ଆତ୍ମନିର୍ଭରଶୀଳତାର ଜ୍ୱଳନ୍ତ ଉଦାହରଣ । ରାସ୍ତାକଡରେ ବିକୁଥିଲେ ସିଝା ଚଣା । ହେଲେ ତାଙ୍କ କାହାଣୀ ଜାଣିବା ପରେ ଉତ୍ତରପ୍ରଦେଶ…

[ଭିଡ଼ିଓ] ଘର ଓଡିଶାରେ, କଏଦ କୋଲକାତାରେ !

ଭୁବନେଶ୍ୱର: ଇଣ୍ଟରନେଟ୍‌ରେ ଚହଳ ଖେଳାଇଛି ଏକ ମୋବାଇଲ ଭିଡିଓ । ଭିଡିଓରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଖୁଣ୍ଟରେ ବାନ୍ଧିପକାଇଛନ୍ତି । ପାଖରେ ଜଗିଥିବା ଲୋକମାନେ ବନ୍ଧୁକ ଓ ଟାଙ୍ଗିଆ ରଖିଥିଲାବେଳେ ଘଟଣା ପଛର ଅସଲ କାରଣ ଜାଣିବା ପାଇଁ ଭିଡିଓ ଉପରେ ନଜର ପକାନ୍ତୁ...