ଭୁବନେଶ୍ୱର: ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର ଅଂଚଳରୁ ଆଜିଠାରୁ ହଟିଲା ଅବରୋଧ କଟକଣା ହଟାଯାଇଛି । ପୂର୍ବରୁ ଏହି ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା ।
କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ଜାଗାରେ କଂଟେନମେଂଟ ଜୋନ୍ କରାଯାଇଥିଲା । ସେଗୁଡିକ ହେଲା ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦା, ଯଦୁପୁର ଓ ସତ୍ୟ ନଗର ।
ତେବେ ଆଜି ସୁନ୍ଦରପଦା ଓ ଯଦୁପୁରରୁ କଟାକଣା ହଟାଇ ଦିଆଯାଇଛି । ଏନେଇ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଦୁଇ ଅଂଚଳରେ ଘର ଘର ବୁଲି ସର୍ଭେ କରାଯିବ ବୋଲି ବିଏମସି କମିଶନର କହିଛନ୍ତି।
BREAKING NEWS
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ
- ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି
- ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ହ୍ୱାଟ୍ସଆପ୍ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା ଘୁଞ୍ଚିଲା
- ମାତ୍ରାଧିକ ଚା’ ପିଉଥିଲେ ସାବଧାନ! ଗଳା କର୍କଟର ଆଶଙ୍କା ବଢ଼ିପାରେ ବୋଲି ସତର୍କ କଲେ ବୈଜ୍ଞାନିକ
- ଗୋପାଳପୁର ଡପଲର ରାଡାର ପୁଣି ଅଚଳ: ୨୨ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା
- ୨୦ତମ ଏସୀୟ କ୍ରୀଡ଼ାର ଶୁଭାରମ୍ଭ: ମନୁ ଭାକର, ପୱନ ସେହରାୱତ କଲେ ଭାରତୀୟ ଦଳର ନେତୃତ୍ବ
- କାରରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଉଛନ୍ତି କି? ସାବଧାନ, କଟିବ ମୋଟା ଅଙ୍କର ଚାଲାଣ
- ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ
- ବୈଜ୍ଞାନିକଙ୍କ ମତ, ମସ୍ତିଷ୍କ ହେଉଛି ଦୁଇଟି ପୃଥକ ଅଙ୍ଗ

Comments are closed.