Latest Odisha News

BREAKING NEWS

[ଭିଡିଓ] ପୋଲିସ ମାଡରୁ ବର୍ତ୍ତିବା ଲାଗି ଚମତ୍କାର ଉପାୟ

କର୍ଣ୍ଣାଟକ: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । କର୍ଣ୍ଣାଟକ ଉଡୁପିର ଜଣେ ସାଇକଲ ଆରୋହୀ ଚର୍ଚ୍ଚାରେ ରହିଛନ୍ତି । ତେବେ ସାଇକଲ ଚାଳନା ନୁହେଁ ବରଂ ପୋଲିସ ମାଡରୁ ବର୍ତ୍ତିବା ପାଇଁ ତାଙ୍କ ରକ୍ଷା କବଚ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ପୋଲିସର ଲାଠି ଓ ପ୍ଲାଷ୍ଟିକ୍ ପାଇପ୍ ମାଡରୁ ବର୍ତ୍ତିବା ପାଇଁ ଜଣେ ବ୍ୟକ୍ତି ପିଠିପଟେ ଲୁହା ଆଜବେଷ୍ଟସ୍ ଓ ମୁଣ୍ଡରେ ହେଲମେଟ୍ ପିନ୍ଧି ସାଇକଲ ଚଳାଇବାରେ ନଜର ଆସିଛନ୍ତି । ନିକଟରେ ଲକ୍‌ଡାଉନ୍ ସମୟରେ ହିଁ ଏହି ଭିଡିଓଟିକୁ ଜଣେ ବାଇକ ଆରୋହୀ ସୁଟ୍ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ ।

Leave A Reply

Your email address will not be published.