Latest Odisha News

BREAKING NEWS

ଚିଲ ପାଇଁ ଦେବଦୂତ ସାଜିଲେ ଦିଶା ପଟ୍ଟାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟ୍ଟାନୀ ସୋମବାର ଏକ ଚିଲକୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚାଇଛନ୍ତି । ଲକଡାୁନ ବେଳେ ସମସ୍ତ ରାସ୍ତାଘାଟ ଖାଲି ରହିଛି । ଏହି ସମୟରେ ଦିଶା ଏକ ଚିଲ ତଳେ ପଡି ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ । ସେ ଘରୁ ବାହାରି ଚିଲକୁ ବଂଚାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଏଥିରେ କିଛି ଲାଭ ନ ହେବାରୁ ସେ ନିକଟସ୍ଥ ଏକ ପଶୁ, ପକ୍ଷୀ କ୍ଲିନିକକୁ ନେଇ ଯାଇଥିଲେ ।

BjdElectrycity

ଡାକ୍ତରଙ୍କ ପ୍ରଚେଷ୍ଟା ଫଳରେ ଚିଲଟି ସୁସ୍ଥ ହୋଇଥିଲା । ଏହି ଘଟଣାକୁ ସେ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା ମିଳିଛି ।

Leave A Reply

Your email address will not be published.