ଖୁବଶୀଘ୍ର ଆସୁଛି ଭିଭୋର ନୂଆ ସ୍ମାର୍ଟଫୋନ; ଜାଣନ୍ତୁ ଫିଚର୍ସ
ନୂଆଦିଲ୍ଲୀ: ଭିଭୋ ବ୍ରାଣ୍ଡ ଆଇକ୍ୟୁOO ଭାରତରେ ୨୫ ଫେବୃଆରୀକୁ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି |
କମ୍ପାନୀ ତରଫରୁ ବହୁ ସମୟ ଠାରୁ ଆଇକ୍ୟୁOO 3 ର ଟିଜର ଜାରିକରିଥିଲା | ହେଲେ ଲଞ୍ଚ ପୂର୍ବରୁ ମୋବାଇଲର ସବୁ ଫିଚର୍ସ ଓ ତଥ୍ୟ ଲିକ ହୋଇଯାଇଛି | ଏହି ସ୍ମାର୍ଟଫୋନ ଇକମର୍ସ…