‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ନୂଆ ଗୀତ, ମସ୍ତି ମୁଡରେ ଆୟୁଷ୍ମାନ, ଦେଖନ୍ତୁ ଭିଡିଓ
ମୁମ୍ବାଇ: ରିଲିଜ ହୋଇଛି ଆଗାମି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାନା ସାବଧାନ’ର ଆଉ ଏକ ନୂଆ ଗୀତ ‘ଉ ଲାଲା’ । ଗୀତରେ ଆୟୁଷ୍ମାନଙ୍କ ଡ୍ୟାନ୍ସ ସାଙ୍ଗକୁ ମସ୍ତି ଭରା ମୁଡ୍ ଦେଖିବାକୁ ମିଳିଛି । ପୁରା ଗୀତଟିକୁ ଟ୍ରେନ୍ ଭିତରେ ସୁଟିଂ କରାଯାଇଛି । ଏହି ଗୀତକୁ ଗାଇଛନ୍ତି ନେହା କକ୍କର, ସୋନୁ କକ୍କର ଏବଂ…