Latest Odisha News

BREAKING NEWS

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ଇଭୋଲ୍‌ଭ’ ୬ଷ୍ଠ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର: ନିଜର କ୍ଷୁଦ୍ର, ମଧ୍ୟମ ଓ ଓ ଅତିକ୍ଷୁଦ୍ର (ଏମଏସ୍‌ଏମଇ) ଗ୍ରାହକଙ୍କ ପାଇଁ ଦେଶର ତୃତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ଇଭୋଲ୍‌ଭ’ ୬ଷ୍ଠ ସଂସ୍କରଣ  ଅନୁଷ୍ଠିତ ହୋଇଯାଇଛି । ଏମଏସ୍‌ଏମଇ ଗ୍ରାହକଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ନିମନ୍ତେ ଏହା ଏକ ବାର୍ଷିକ…

ଲଣ୍ଡନ ଫ୍ୟାଶନ ୱିକରେ ଭାରତୀୟ ସଂସ୍କୃତିର ଝଲକ

ନୂଆଦିଲ୍ଲୀ: ବିଦେଶରେ ସବୁବେଳେ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରାଯାଏ । ଲଣ୍ଡନର ଫ୍ୟାଶନ ଶୋ’ରେ ଏମିତି କିଛି ଦେଖିବାକୁ ମିଳିଛି । ବିଦେଶୀ ମଡେଲ ର‌୍ୟାମ୍ପରେ ଭାରତୀୟ ପରିଧାନ ‘ଶାଢ଼ୀ’ ପିନ୍ଧି ଚାଲୁଥିବାର ନଜର ଆସିଛନ୍ତି । ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏକ ଫ୍ୟାଶନ ଶୋ’ର ଆୟୋଜନ…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଜଗତ ଜନନୀକୁ ମିଳିଲା ଜୁରୁରୀ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଜଗତ ଜନନୀ ପ୍ରା. ଲି.କୁ ଜରୁରୀ ଲୁହାପଥର ଖଣି ବ୍ଲକ୍ ମିଳିଛି । ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୨୬.୨୩ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି । କେନ୍ଦୁଝରରେ ଥିବା ଏହି ଖଣିରେ ଆନୁମାନିକ…

ଅନାମିକା ଆଙ୍ଗୁଳିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି, ଜାଣନ୍ତୁ…

ଭୁବନେଶ୍ୱର: ବିବାହ ହେଉଛି ଦୁଇ ଆତ୍ମାର ବନ୍ଧନ । ଦୁଇଟି ଅଜଣା ଲୋକଙ୍କୁ ଗୋଟିଏ ସୂତାରେ ବାନ୍ଧି ଦିଏ ଏହି ପବିତ୍ର ବନ୍ଧନ । ବିବାହ ପାଇଁ ଦିନବାର ଠିକ ହେବା ପରେ ପୁଅ ଝିଅଙ୍କର ନିର୍ବନ୍ଧ କରାଯାଇଥାଏ । ସାଧାରଣତଃ ନିର୍ବନ୍ଧରେ ପୁଅ ଝିଅ ପରସ୍ପରକୁ ମୁଦି ପିନ୍ଧାଇ ଏହି ପବିତ୍ର ସମ୍ପର୍କର…

ଏହିସବୁ ପୃଷ୍ଟିସାର ଅଭାବରୁ ଦେଖାଦିଏ ବଧିର ସମସ୍ୟା !

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଢେର ଅଧିକା । ଶରୀରରେ ଭିଟାମିନ ଯୁକ୍ତ ଖାଦ୍ୟର ଅଭାବ ପରିଲିଖିତ ହେଲେ ନାନାଦି ସମସ୍ୟା ମାନ ଦେଖାଦେଇଥାଏ। ଆଜିକାଲି ଲୋକମାନଙ୍କର ପରିବର୍ତ୍ତିତ ଜୀବନ ଶୈଳୀ ହିଁ ଭିଟାମିନ ଅଭାବର ମୁଖ୍ୟ କାରଣ ସାଜୁଛି । କାମର ଚାପ ବଢ଼ିବା ସହ…

ଉତର କୋରିଆରେ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଗୁଳି କରି ହତ୍ୟା

ପ୍ୟୋନ୍‌ଗ୍ୟାଙ୍ଗ:ଉତର କୋରିଆ ସରକାରଙ୍କ କରୋନା ନେଇ କଠୋର ନିଷ୍ପତିକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏକଚ୍ଛତ୍ରବାଦ ନୃଶଂସ ଶାସକ କିମ ଜୋଙ୍ଗ କରୋନା ଆକ୍ରାନ୍ତଙ୍କ ପାଇଁ ଏଠାରେ ସ୍ଥାନ ନାହିଁ ବୋଲି କହିଛନ୍ତି । ସରକାର ଚୀନରୁ ଫେରିଥିବା ନିଜର ଜଣେ ଅଧିକାରୀଙ୍କୁ ଏଥିନେଇ…

ବିବାହ କରିବା ଆଗରୁ ନିଜ ପାର୍ଟନରଙ୍କୁ ପଚାରିବାକୁ ଭୁଲନ୍ତୁ ନାହିଁ ଏହିସବୁ ପ୍ରଶ୍ନ…

ଭୁବନେଶ୍ୱର: ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନଙ୍କ ମଧ୍ୟରୁ ବିବାହ ଅନ୍ୟତମ। ଆପଣ ଯଦି ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି ତେବେ ଆମର ଏହି ଲେଖାଟି ଆପଣଙ୍କ ପାଇଁ ହିଁ ଉଦିଷ୍ଟ । ବିବାହ କରିବା ଆଗରୁ ଯଦି ପରସ୍ପର, ପରସ୍ପର ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ ରହିବା…

କରୋନା ଭାଇରସ: ଉହାନରୁ ଫେରିଥିବା ୪୦୬ ଭାରତୀୟଙ୍କ ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ: ଚୀନର କରୋନା ବ୍ୟାପିଥିବା ସହର ଉହାନରୁ ଭାରତ ଫେରିଥିବା ୪୦୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉହାନରୁ ଭାରତ ଫେରିବା ପରେ ସମସ୍ତଙ୍କୁ ଆଇଟିବିପିର ଏକ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଂଚ ପରେ ସମସ୍ତ ଭାରତୀୟ କରୋନା ମୁକ୍ତ ବୋଲି…

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପୁରୀ: ଅଦିନରେ ରଥଯାତ୍ରା ଆୟୋଜିତ କରାଯାଉଥିବା ଯୋଗୁଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଚେତାବନୀ ଦିଆଯାଇଛି । ନିକଟ ଅତୀତରେ ମୁମ୍ବାଇ ଠାରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜିତ କରାଯାଇଥିଲା । ଯାହାକୁ ନେଇ…

ଡବଲ୍ ମର୍ଡର ଘଟଣାରେ ସିନ୍ ରିକ୍ରିଏଟ୍ କଲା ପୋଲିସ

ଝାରସୁଗୁଡା: ଏକ ଡବଲ୍ ମର୍ଡର ମାମଲାରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ତଥା ପୂର୍ବତନ ବିଧାୟକଙ୍କୁ ଗିରଫ କରିବା ପରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ଲାଗି ଛାନଭିନ୍ନ ଆରମ୍ଭ କରିଛି । ଛତିଶଗଡର ରାୟଗଡା ଜିଲ୍ଲାସ୍ଥିତ ସବାରୀ ପ୍ଲାଣ୍ଟ ନିକଟରେ ଏହି ଡବଲ୍ ମର୍ଡର…