Latest Odisha News

ବାଲେଶ୍ୱରରେ ଚର୍ଚ୍ଚା; ବିବାହ ନକରି ମଣ୍ଡପରୁ ଫେରିଲା ବର

ବାଲେଶ୍ୱର: ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲାର ସାରଙ୍ଗପୁର ଗାଁରେ ହେବାକୁ ଥିବା ଏକ ନାବାଳିକା ର ବିବାହକୁ ସ୍ଥଗିତ କରାଯାଇଛି । ଚାଇଲ୍ଡ ଲାଇନ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ଦ୍ୱାରା ନାବାଳିକାର ବିବାହକୁ ବନ୍ଦ କରିଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷର ନାବାଳିକାକୁ…

ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ; ଜାଣନ୍ତୁ, ପେଚା ଦର୍ଶନ କେତେ ଶୁଭ !

ଧନଦାତ୍ରୀ ବିଷ୍ଣୁପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ହୁଏ । ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ…

ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲା: ଓଡିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ

କଟକ: ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ଓଡିଶା ଡିଜିପିଙ୍କୁ ନୋଟିସ ପଠାଇଛନ୍ତି । ଚଳିତ ମାସ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା । ଫେବୃଆରୀ ୧ ତାରିଖରେ ମର୍ଶାଘାଇ ଅନ୍ତର୍ଗତ ବେରୁଆନ୍…

ନବରଙ୍ଗପୁରରେ ଓଲଟିଲା ବସ; ୨ ମୃତ, ବହୁ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୨ ଜଣ ବ୍ୟକ୍ତିଙ୍କର ଅନେକ ଯାତ୍ରୀ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜେକେ ନାମକ ଏକ ବସ୍ ପାଖାପାଖି ୪୦ ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ ଜୟପୁରକୁ ଯାଉଥିବା ବେଳେ କୌଣସି କାରଣବଶତଃ…

ୟୋ ୟୋ ହନୀ ସିଂଙ୍କ ନୂତନ ଆଲବମର ନାମ ଲୋକା

ମୁମ୍ବାଇ: ଲୋକପ୍ରିୟ ର‌୍ୟାପର ୟୋ ୟୋ ହନୀ ସିଂ ଦୀର୍ଘ ଦିନ ପରେ ପୁନର୍ବାର ସଙ୍ଗୀତ ଦୁନିଆକୁ ଫେରିଛନ୍ତି । ତାଙ୍କର ନୂତନ ଆଲବମର ନାମ ଲୋକା ରଖିଛନ୍ତି । ସୋସିଆଲ ନେଟୱର୍କିଂ ସାଇଟରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୋର ନୂତନ ସଙ୍ଗୀତ ଲୋକା ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ତମରା ଆପାର୍ଟମେଣ୍ଟକୁ ମିଳିଲା ତେହେରାଇ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଶନିବାର ଦିନ ତମରା ଆପାର୍ଟମେଣ୍ଟ ପ୍ରା. ଲି.କୁ ତେହେରାଇ ଲୁହାପଥର ଓ ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି । ଏହି କମ୍ପାନୀ ଓଡିଶା ସରକାରଙ୍କୁ ୯୬.୦୩ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି । ତମରା…

ଡିଜେର ତୀବ୍ର ଶବ୍ଦରେ ବରର ମୃତ୍ୟୁ

ନିଜାମବାଦ: ଶବ୍ଦ ପ୍ରଦୂଷଣର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ତେଲେଙ୍ଗାନା ରାଜ୍ୟର ନିଜାମବାଦ ଅଂଚଳରେ । ୨୫ ବର୍ଷୀୟ ଏମ.ଗଣେଶ ବିବାହ ପାଇଁ ବରଯାତ୍ରୀ ସହ ଧୂମଧାମରେ କନ୍ୟାଘର ଅଭିମୁଖେ ଯାଉଥିଲେ । ତେବେ ଡିଜେ ଓ ବ୍ୟାଣ୍ଡପାର୍ଟିର ତୀବ୍ର ଶବ୍ଦ ତାଙ୍କୁ ବ୍ୟତିବ୍ୟସ୍ତ…

କରୋନା ଭୟରେ ଖାଲି ପଡ଼ିଛି ଖେଳନା ବଜାର

ନୂଆଦିଲ୍ଲୀ: ସୁନାମୀ ପରି ମାଡି ଚାଲିଛି ଭୟଙ୍କର ଭୂତାଣୁ କରୋନା । ଏହି ଭାଇରସର ଭୟାବହତା ଏବେ ବଢ଼ିବାରେ ଲାଗିଛି । ଏହାକୁ ନେଇ  ସର୍ତକ ହୋଇପଡ଼ିଛି ଭାରତ । ଭାରତ ସରକାର ଚୀନ୍ ଜିନିଷ ଆମଦାନୀ କରିବାରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ରାଜଧାନୀ ଦିଲ୍ଲୀର ସଦର ବଜାରରେ…

ଭୁବନେଶ୍ୱରର ‘ଜେଏସଏସ ଏସଟିପି’କୁ ମିଳିଲା ‘ଏସଟିପିଆଇ ଏକ୍ସପୋର୍ଟ’ ଆୱାର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱରର ଜେଏସଏସ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ (ଏସଟିପି)କୁ ମିଳିଛି ଏସଟିପିଆଇ ଏକ୍ସପୋର୍ଟ ଆୱାର୍ଡ଼ । ‘ହାଇୟେଷ୍ଟ କଣ୍ଟ୍ରିବ୍ୟୁସନ ଅଫ ଏକ୍ସପୋର୍ଟସ ଏଣ୍ଡ ଏମ୍ଳଏମେଣ୍ଟବାଏ ପ୍ରାଇଭେଟ ଏସଟିପିଆଇ ଆଇଟି ପାର୍କ’ କ୍ୟାଟେଗୋରୀରେ ଶୁକ୍ରବାର ଦିନ ‘ଜେଏସଏସ ଏସଟିପି’କୁ ଏହି…

ଗର୍ଭବତୀ ମହିଳାଙ୍କୁ ମୋଦୀଙ୍କ ଉପହାର, ଏଣିକି ଚିକିତ୍ସା ପାଇଁ ମିଳିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର । ଇଏସ୍ଆଇସିର ଲାଭାର୍ଥୀ ଭର୍ଗବତୀ ମହିଳାଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚର ଅର୍ଥରାଶିକୁ ବଢ଼ାଇଛନ୍ତି ସରକାର । ଫଳରେ ଇଏସ୍ଆଇସିର ପରିସରଭୁକ୍ତ ବାହାରେ ଥିବା ମେଡିକଲରେ ଚିକିତ୍ସା କରାଉଥିବା ମହିଳାଙ୍କୁ ୫୦ ପ୍ରତିଶତ…