ପୁଣି ଥରେ ସିଟି ହସ୍ପିଟାଲ ଦାବି ନେଇ ତେଜିଲା ଆନ୍ଦୋଳନ; ୧୨ ଘଣ୍ଟିଆ ଢ଼େଙ୍କାନାଳ ବନ୍ଦ ଡାକରା
ଢ଼େଙ୍କାନାଳ: ପୁଣି ଥରେ ସିଟି ହସ୍ପିଟାଲ ଦାବି ନେଇ ଆନ୍ଦୋଳନ ଦେଖାଦେଇଛି । ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଙ୍ଗଠନ ଢ଼େଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ।
ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ଢ଼େଙ୍କାନାଳ…