ପୁଲୱାମା ଆକ୍ରମଣକୁ ବର୍ଷେ: ବୀର ଶହୀଦଙ୍କୁ ନମନ
ଭୁବନେଶ୍ୱର: ୨୦୧୯ ଫେବୃୟାରୀ ୧୪ ତାରିଖ । ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଦେଶ । ଭାରତକୁ ସମ୍ଭୀଭୁତ କରିଦେଇଥିଲା ପୁଲୱାମା ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ । ଏହି ହୃଦୟ ବିଦାରକ ଘଟଣାରେ ଦେଶର ୪୪ ଜଣ ଯବାନ ଶହୀଦ୍ ହୋଇଥିଲେ। ଆଜି ଏହି ଘଟଣାକୁ ପୁରିଛି ଏକ ବର୍ଷ । ତଥାପି ଲିଭି ନାହିଁ ମନରୁ…