Latest Odisha News

BREAKING NEWS

ଆସାମରେ ବନ୍ଦ ହେବ ସଂସ୍କୃତ ବିଦ୍ୟାଳୟ ଓ ମାଦ୍ରାସା

ଗୁଆହାଟୀ: ଆସାମ ସରକାର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ସଂସ୍କୃତ ବିଦ୍ୟାଳୟ ଓ ମାଦ୍ରାସାକୁ ବନ୍ଦ କରାଯାଇ ନୂତନ ସ୍କୁଲ ଖୋଲାଯିବ । ଧର୍ମ ବିଷୟରେ ଶିକ୍ଷା ଅନ୍ୟ ଉପାୟରେ ନିଆଯାଇପାରିବ ବୋଲି ଶିକ୍ଷା…

ଭବ୍ୟ ରୋଡ ଶୋରେ ଯୋଗ ଦେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରୁ୨୫ ଫେବୃୟାରୀ ଭାରତ ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ ଏକ ଭବ୍ୟ ରୋଡ ଶୋରେ ଯୋଗ ଦେବେ । ଏହା ପରେ ଟ୍ରମ୍ପ ନବନିର୍ମିତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବେ । ଟ୍ରମ୍ପଙ୍କ ସ୍ୱାଗତାର୍ଥେ ୧୦ କିମି…

ଆସନ୍ତାକାଲି ଓଡିଶା ଆସୁଛନ୍ତି ସୀତାରାମ ୟେଚୁରୀ

ଭୁବନେଶ୍ୱର: ସିପିଆଇ-ଏମର ମହାସଚିବ ସୀତାରାମ ୟେଚୁରୀ ଗୁରୁବାର ଦିନ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ସିଏଏ ଓ ଏନଆରସି ବିରୋଧି ସମ୍ମିଳନୀକୁ ସେ ସମ୍ବୋଧିତ କରିବା ନେଇ ଜଣାପଡିଛି ।

କ୍ୟୁବାରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ; ଜନ୍ମମାଟିରେ ଶେଷକୃତ୍ୟ

କ୍ୟୁବାରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ; ଜନ୍ମମାଟିରେ ଶେଷକୃତ୍ୟ ଭୁବନେଶ୍ୱର: କ୍ୟୁବାର ସାଣ୍ଟାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟରତ ଜଣେ ଓଡିଆ ଶ୍ରମିକଙ୍କର ଗତ ୩୦ ତାରିଖରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତଦେହକୁ ଜନ୍ମମାଟିକୁ…

ଗାଡି ଚୋର ସନ୍ଦେହରେ ଯୁବକଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ହାଇଟେକ ପ୍ଲାଜାରେ ଜଣେ ଯୁବକକୁ ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ଘେରିଛନ୍ତି । ଉକ୍ତ ଯୁବକକୁ ଲୋକମାନେ ପୋଲିସ ଜିମା ଦେଇଛନ୍ତି । ତେବେ ଯୁବକ ଜଣକ ଗାଡି ଚୋରି କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ସୋଶିଆଲ ମିଡିଆରେ ଏକ ଭିଡିଓ…

ଓଡ଼ିଶାରେ ଷ୍ଟାର୍ଟଅପ୍ ବିକାଶ ଲାଗି ଏଚଡ଼ିଏଫସି, ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ବ୍ୟାଙ୍କିଂ ମାଧ୍ୟମରେ ଷ୍ଟାର୍ଟଅପଗୁଡ଼ିକର ବିକାଶ ଲାଗି ବୁଧବାର ଦିନ ଓଡ଼ିଶା ସରକାର ଓ ଏଚଡ଼ିଏଫସି ବ୍ୟାଙ୍କ ଲିମିଟେଡ଼ ମଧ୍ୟରେ ଏକ ବୁଝାମଣା (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଷ୍ଟାର୍ଟଅପ୍ ପଲିସି…

୧୧ କିଲୋମିଟର ଗାଡି ଚଳାଇବା ପରେ ହେଲମେଟରେ ସାପ ଥିବା ଜଣାପଡିଲା

କାନାଦାନ: କେରଳରେ ଜଣେ ଶିକ୍ଷକ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଛନ୍ତି । ରିପୋର୍ଟ ମୁତାବକ ସଂସ୍କୃତ ଶିକ୍ଷକ କେଏ ରଞ୍ଜିତ ଘରୁ ହେଲମେଟ ପିନ୍ଧୁ ୧୧ କିଲୋମିଟର ଦୂରରେ ଥିବା ସ୍କୁଲକୁ ପାଠ ପଢ଼ାଇବାକୁ ଆସିଥିଲେ । ସ୍କୁଲରେ ପହଚିଂବା ପରେ ସେ ହେଲେମେଟ କାଢ଼ିବା ମାତ୍ରେ ଭୟଭୀତ ହୋଇ…

ଦିଲ୍ଲୀ ନିର୍ବାଚନ: ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ୪୩ଜଣଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରେ ୪୩ ଜଣଙ୍କ ନାମରେ ଅପରାଧ ମାମଲା ରହିଛି ବୋଲି ଏସୋସିଏଶନ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ରେ ରିପୋର୍ଟ ପ୍ରକାଶ ପାଇଛି । ୩୭ ଜଣଙ୍କ ବିରୋଧରେ ବଳାତ୍କାର, ହତ୍ୟା ଉଦ୍ୟମ, ମହିଳାଙ୍କ ପ୍ରତି ଅତ୍ୟାଚାର ପରି…

ଆତଙ୍କୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲା: ହାଫିଜ୍ ସୟିଦକୁ ୫ବର୍ଷ ଜେଲଦଣ୍ଡ

ଇସଲାମାବାଦ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ପାକିସ୍ତାନ କୋର୍ଟ ଜେଲଦଣ୍ଡ ଶୁଣାଇଛି । ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲାରେ ହାଫିଜ ସୟିଦକୁ ୫ବର୍ଷ ୩ ମାସର ଦଣ୍ଡାଦେଶ ଦେଇଛି । A Pakistan court convicts Jamat-ud-Dawa chief (JuD) Hafiz…

ରାଉରକେଲାରେ ସ୍ଥାପିତ ହେବ ‘ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର୍‌’

ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର ଖୋଲିବାକୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ଏବଂ ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ…