ଡିଜିଟାଲ୍ ପ୍ଲାଟଫର୍ମରେ ଲୋକଙ୍କ ସମସ୍ୟା ବୁଝିବେ ଓଡିଶାର ଏହି ମନ୍ତ୍ରୀ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି ତଥା ମୋ ସରକାର ଅଧିନରେ ଫେସବୁକ୍ ଓ ଟ୍ୱିଟର ଜରିଆରେ ଖୁବଶୀଘ୍ର ଜନସାଧାରଣ ସମସ୍ୟାର ସିଧାସଳଖ ସମାଧାନ କରିବାକୁ ଯାଉଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଆସନ୍ତା ଫେବୃଆରୀ ୧୩ ତାରିଖରେ ଫେସବୁକ୍ ଓ ଟ୍ୱିଟର…