ଚ୍ୟାଲେଂଜ ସହ ଟ୍ୱିଟ୍ଟର-ଇନଷ୍ଟାଗ୍ରାମରେ ଫେସବୁକ୍ ଆକାଉଂଟ ହ୍ୟାକ କଲା ହ୍ୟାକର
ସନ୍ ଫ୍ରାନସିସ୍କୋ: ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମରେ ଫେସବୁକର ଅଫିସିଆଲ ଆକାଉଂଟ ହ୍ୟାକ କରିଛି ଏକ ହ୍ୟାକର ଗୋଷ୍ଠୀ । ସବୁଠାରୁ ବଡ କଥା ଚ୍ୟାଲେଞ୍ଜ ସହ ସେମାନେ ଏହାକୁ ହ୍ୟାକ କରିଛନ୍ତି ।
ଏହା ପଛରେ ଅବରମାଇନ ନାମକ ସାଇବର କ୍ରିମିନାଲ ସଂଗଠନର ହାତ ଥିବା ଅନୁମାନ କରାଯାଉଛି । ହ୍ୟାକ…