Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ୍ ବୈଠକ: ୧.୫୧ଲକ୍ଷ କୋଟି ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନ ପରିଷଦରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ୨୦୨୦-୨୧ ଆର୍ଥକ ବର୍ଷ ନିମନ୍ତେ ବିଧାନ ସଭାରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ନେଇ ଅନୁମୋଦନ ମିଳିଛି । ଏହି…

ରଣଜୀ ମ୍ୟାଚ : ମହାରାଷ୍ଟ୍ର ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ଭୁବନେଶ୍ୱର : ରଣଜୀ ଟ୍ରଫି କ୍ରିକେଟର ଗ୍ରୁପ ସି’ର ଏକ ମ୍ୟାଚରେ ଓଡିଶା ୧୦ ଉଇକେଟରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇଛି । ପୁଣେଠାରେ ଅନୁଷ୍ଠିତ ଏହି ମ୍ୟାଚରେ ମହାରାଷ୍ଟ୍ର ଦ୍ୱିତୀୟ ଇନିଂସରେ ଆବଶ୍ୟକ ବିଜୟ ଲକ୍ଷ୍ୟ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା । ରାହୁଲ ତ୍ରିପାଠୀ…

ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମହିଳା ଭାବେ ମଶାଲ ଶୋଭାଯାତ୍ରା ଆରମ୍ଭ କରିବେ କୋରାକାକି

ଟୋକିଓ: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଖୁବ୍ ଶୀଘ୍ର ମଶାଲ ଶୋଭାଯାତ୍ରା ଆରମ୍ଭ ହେବାକୁ ଯାଉଛି । ଗ୍ରୀସର ଅଲିମ୍ପିକ ପଦକ ବିଜେତା ଶୁଟର ଆନା କୋରାକାକି ପ୍ରଥମେ ମଶାଲ ଧରିବେ । ସେ ପ୍ରଥମ ମହିଳା ଆଥଲେଟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହେବାକୁ ଯାଉଛନ୍ତି । ମାର୍ଚ୍ଚ ୧୨ରେ ପ୍ରାଚୀନ…

ବୋଡୋ ରାଜିନାମା ଆସାମ ପାଇଁ ନୂତନ ସୂର୍ଯ୍ୟୋଦୟ ଆଣିବ: ପ୍ରଧାନମନ୍ତ୍ରୀ

ଗୌହାଟୀ: ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର…

କରୋନା ଭାଇରସ୍ ଆତଙ୍କ; ରାଜ୍ୟର ସମସ୍ତ ସ୍କୁଲକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: କରୋନା ଭାଇରସ୍ ପ୍ରଭାବରେ ଚୀନରେ ୬୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଗୁଡିକୁ ସତର୍କ ରହିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀମାନଙ୍କୁ କାଶ କିମ୍ବା…

ଆଜିଠୁଁ ଭାଲେଣ୍ଟାଇନ୍ ସପ୍ତାହ; ମନେପଡ଼େ ଓଡିଶା ମାଟିର ନିଚ୍ଛକ ପ୍ରେମ କାହାଣୀ…

ଭୁବନେଶ୍ୱର : ପ୍ରେମ ହେଉଛି ସତ୍ୟ ଓ ଶାଶ୍ୱତ । ଏହି ପ୍ରେମକୁ ନେଇ ଅତୀତରେ ରୋମିଓ-ଜୁଲିଏଟ୍, ଶିରିନ୍-ଫହରାଦ,ସୋନୀ-ମହିବାଲ, ହୀର-ରାଞ୍ଝ ଓ କେଦାର-ଗୌରୀଙ୍କ ଭଳି ଅନେକ ଉଦାହରଣ ରହିଛି । ନିଜ ପ୍ରେମକୁ ପାଇ କିଏ ଖୁସି ତ ଆଉ କାହାର ସାରା ଜୀବନ ଦୁଃଖରେ ଭରି ଯାଇଛି । କିନ୍ତୁ ବାସ୍ତବିକ…

କେଜରିୱାଲଙ୍କୁ ଇସିର ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଆଉ ଗୋଟିଏ ଦିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ସୋସିଆଲ ନେଟୱର୍କିଂ ସାଇଟ ଟୁଇଟରେ ଭିଡିଓ ଶେୟାର କରି ଫସିଛନ୍ତି । ଆଚରଣ ବିଧିର ଏହା ଉଲ୍ଲଂଘନ ହୋଇଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି…

ବିବାହ କଲେ ଓଲିଉଡ ଷ୍ଟାର୍ ଅମ୍ଲାନ୍‌

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ଅମ୍ଲାନ୍ ଦାସ ଶୁକ୍ରବାର ଦିନ ନିଜ ପିଲାବେଳର ସାଥୀ ଭୂମିକାଙ୍କୁ ବିବାହ କରିଛନ୍ତି । ଘନିଷ୍ଠ ସମ୍ପର୍କୀୟ ଏବଂ ପରିବାର ବର୍ଗଙ୍କ ଗହଣରେ ହାତକୁ ଦିହାତ ହୋଇଛନ୍ତି ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ପୁଅ ଅମ୍ଲାନ୍ । ଗତ ବର୍ଷ କଟକ ସିଡିଏ…

ଭୋଟ ପୂର୍ବରୁ ଭକ୍ତ ସାଜିଲେ ନେତା

ନୂଆଦିଲ୍ଲୀ: ୮ ଫେବୃୟାରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ ପଡିବ । ସମସ୍ତ ପ୍ରକାର ରଣନୀତି ପରେ ନେତାମାନେ ଏଥର ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ଫଳାଫଳ ସପକ୍ଷରେ ଯେପରି ହେବ ସେ ନେଇ ସମସ୍ତ ନେତା ଭକ୍ତ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ…

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜିବ ପାଣିଗ୍ରାହୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଦିନ ନିଯୁକ୍ତି ପ୍ରଦାନ କରିଛନ୍ତି । କେନ୍ଦ୍ର ନ୍ୟାୟ ଓ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି ଯେ,…