Latest Odisha News

BREAKING NEWS

ରାଉରକେଲାରେ ଚାଞ୍ଚଲ୍ୟ; ଏସିଡ୍ ମାଡରେ ପରିବାରର ୪ ସଦସ୍ୟ ଆହତ

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍ ମାଡରେ ବୁଧବାର ରାତିରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ପିଡିତ ମାନେ ହେଲେ ନଗେନ୍ଦ୍ର ପଣ୍ଡା, ତାଙ୍କ ପତ୍ନୀ ସଙ୍ଗୀତା, ସାନ ଭାଇ ବିଦ୍ୟାକାନ୍ତ ଓ ମାଆ ସୁଲୋଚନା…

ସ୍ୱପ୍ନା ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଶୁଣି ଖୁସି ହେଇଗଲା ଆପ୍‌!

ନୂଆଦିଲ୍ଲୀ: ଆଜି ସରିଲା ଦିଲ୍ଳୀ ନିର୍ବାଚନ ପ୍ରଚାର । ଅନ୍ତିମ ଦିନରେ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆଜି ଏହି ପ୍ରଚାରରେ ସାମିଲ ହୋଇଥିଲେ ଭୋଜପୁରୀ ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ପ୍ରଚାର ମଇଦାନରେ ଅନ୍ତିମ ଦିନର ପ୍ରଚାର ହୋଇଥିବାରୁ ସ୍ୱପ୍ନା ମଧ୍ୟ ନିଜ ଶେଷ ସ୍ପର୍ଶ ଦେଉଥିଲେ ।…

୭ ବର୍ଷ ଝିଅର ଶରୀର ଗଛର ଛାଲ ପରି ହେଉଯାଉଛି !

ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ ଲାଗିଛି । ସ୍ୱାଭାବିକ ଭାବେ ରାଜେଶ୍ୱରୀ ଆଉ ଚଳପ୍ରଚଳ କରିପାରୁ…

ଆସନ୍ତୁ ଜାଣିବା ଶର ଶଯ୍ୟାରେ ଭୀଷ୍ମ ପିତାମହ କେଉଁ ଉପଦେଶ ଦେଇଥିଲେ

ମହାଭାରତର ମହାରଥୀ ଭୀଷ୍ମ ପିତାମହ ଶର ଶଯ୍ୟା ପଡିଥିବା ବେଳେ ଯୁଧୀଷ୍ଠିର ତାଙ୍କୁ ଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । ଆସନ୍ତୁ ଜାଣିବା ପିତାମହ କେଉଁ କେଉଁ ଉପଦେଶ ଦେଇଥିଲେ ୧.ପରିବର୍ତନ ସଂସାରର ନିୟମ, ଏହାକୁ ସ୍ୱୀକାର କଲେ ଜୀବନରେ ସୁଖ ଶାନ୍ତି ପାଇବ । ୨.ଯେଉଁ ବ୍ୟକ୍ତି ମାତା…

ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ କୋର୍ଟ ଗଲେ ତିହାର ଜେଲ କର୍ତ୍ତୁପକ୍ଷ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ତିହାର ଜେଲ କର୍ତ୍ତୁପକ୍ଷ । ୪ ଜଣ ଦୋଷୀଙ୍କ ନାଁରେ ସାନୀ ଡେଥ ୱାରେଂଟ ଜାରି କରିବାକୁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି । ଫାଶୀର ତାରିଖ ଧାର୍ଯ୍ୟ କରିବା ପାଇଁ ପଟିଆଲା ହାଉସ କୋର୍ଟରେ ତିହାର ଜେଲ୍…

କାହିଁକି ମହାନ ଆମ ଦେଶ ଭାରତ: ପଢିଲେ ଗର୍ବରେ ଛାତି ଫୁଲି ଉଠିବ..

ଭୁବନେଶ୍ୱର: ଭାରତ, କାହିଁକି ମହାନ ଏହି ଦେଶ? ୨୦୨୫ ମଧ୍ୟରେ ଏହା ଚାଇନାର ୧.୪ ବିଲିଅନ ଜନସଂଖ୍ୟାକୁ କାଟି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ କଣ ସେଇଥିପାଇଁ ଏହା ମହାନ ଅଟେ? ନା, ଯାହା ପାଇଁ ପୁରା ସଂସାରଟା ଏକ ପରିବାର ସଦୃଶ । 'ବସୁଧୈବ କୁଟୁମ୍ବକମ୍' । ଏପରି…

କରୋନା କବଳରେ ନବଜାତକ !

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ବିଶେଷ କରି ଉହାନ ସହରରେ ଏହାର ପ୍ରକୋପ ଅଧିକ । ବୁଧବାର ଜନ୍ମ ନେଇଥିବା ଜଣେ ଶିଶୁ ୩୦ ଘଣ୍ଟା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇଥିବା ଏହା ସବୁଠାରୁ କମ୍ ବୟସର ରୋଗୀ ।…

ନିଲମ୍ବିତ ହେଲେ ମାତାଲ ପୋଲିସ ବାବୁ

ମୟୁରଭଂଜ: ମଦ ପିଇବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ମାତାଲ ପୋଲିସ ବାବୁ । ମଦ ପିଇ ରାସ୍ତାରେ ଗଡୁଥିବା ପୋଲିସ ବାବୁଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି । ଏପରି ଘଟଣା ଘଟିିଛି ମୟୁରଭଂଜ ଜିଲ୍ଲା ବେତନଟୀ ଅଂଚଳରେ । ସୂଚନାଯୋଗ୍ୟ ଯେ, ମୟୁରଭଂଜ ଜିଲ୍ଲା ବେତନଟୀର ଥାନା ଏସ୍‌ଆଇ…

ହାତୀବାରି ଚୂନପଥର ଖଣିରେ ଅଘଟଣ; ମାଟି ଧସି ଜଣେ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଳକ ହାତୀବାରି ଚୂନପଥର ଖଣିରେ ଅଘଟଣ । ଚୂନପଥର ଖଣିରୁ ମାଟି ଧସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଟିସ୍କୋ କମ୍ପାନୀ ଅଧିକୃତ ଚୂନପଥର ଖଣି ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା ।…

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଏଚ୍‌ଏନ୍‌ଆଇଙ୍କ ପାଇଁ “ସଂପତି ପରିଚାଳନା ଶାଖା” ଉଦ୍‌ଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଭୁବନେଶ୍ୱରର ସହିଦ ନଗର ଠାରେ ନୂଆ “ସଂପତି ପରିଚାଳନା ଶାଖା’ ଉଦଘାଟିତ ହୋଇଯାଇଛି । ଏକ ଘରୋଇ କ୍ଷେତ୍ରର ବ୍ୟାଙ୍କ ତରଫରୁ ରାଜ୍ୟରେ ଏହା ହେଉଛି ପ୍ରଥମ ସଂପତି ପରିଚାଳନା ଶାଖା ଯାହା ସ୍ୱତନ୍ତ୍ର ଭାବେ ଧନୀକ ଶ୍ରେଣୀ (ଏନଏଚଆଇ) ଗ୍ରାହକଙ୍କ…