କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧: ରେଳ ବଜେଟରେ ଓଡିଶାକୁ ୪ହଜାର ୩୭୩ କୋଟି ଟଙ୍କାର ଅନୁଦାନ
ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ରେ ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟିର ଅନୁଦାନ ମିଳିଛି । ତେବେ, ଗତବର୍ଷ ଓଡିଶାକୁ ୪୫୯୩ କୋଟି ଟଙ୍କା ମିଳିଥିଲା । ବଜେଟରେ ପୂର୍ବତଟ ରେଳପଥକୁ ମୋଟ୍ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ସର୍ବାଧିକ…