Latest Odisha News

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଲାଗି ରାଜଧାନୀରେ କିଭଳି ରହିଛି ଟ୍ରାଫିକ୍ ବ୍ୟବସ୍ଥା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ପ୍ୟାରେଡ୍ ଆୟୋଜିତ କରାଯିବ । ଏପରିକି ପ୍ୟାରେଡର ପୂର୍ବାଭ୍ୟାସ ତଥା ଯାନବାହନ ଚଳାଚଳକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।…

ଭାରତ ପାକିସ୍ତାନ ବିଭାଜନର ଅକୁହା କାହାଣୀ: କିପରି ହେଲା ଭାଗ, ଜାଣନ୍ତୁ…

ନୂଆଦିଲ୍ଲୀ: ୩ ଜୁନ ୧୯୪୭ । ଏହା ଇତିହାସର ସେହି ଦିନ ଯେବେ ଭାରତର ୪୦ କୋଟି ଲୋକଙ୍କ ସ୍ୱାଧୀନତାର ଦିନ ଭାବେ ୧୫ ଅଗଷ୍ଟକୁ ନିର୍ଣ୍ଣୟ କରାଗଲା । ତାସହିତ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଇଥିଲା । ଭାରତ-ପାକିସ୍ତାନର ବିଭାଜନ ପାଇଁ…

ଭୁବନେଶ୍ୱରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ: ବିଧାୟକ ଅନନ୍ତ ଜେନା

ଭୁବନେଶ୍ୱର: ଭୁବନେଶ୍ୱର ତିନୋଟି ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ୫ଟି ଆଧାରରେ କାର୍ଯ୍ୟ କରିବାକୁ ଭୁବନେଶ୍ୱର (ମଧ୍ୟ) ନିର୍ବାଚନମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଆହ୍ୱାନ ଦେଇଛନ୍ତି । ଆଜି ଭୁବନେଶ୍ୱର ବିଧାନସଭା…

ଚିନ୍ତା ବଢ଼ାଉଛି କୋରୋନା ଭାଇରସ; ଚୀନ ପରେ ଭାରତରେ ଆଲର୍ଟ ଜାରି

କେରୋନା ଭାଇରସ ବିଷୟରେ ଏବେ ବେଶି କେହି କିଛି ଜାଣି ନାହାନ୍ତି । ମାତ୍ର ଚାଇନା ପରେ ଏବେ ଏହା ଅମେରିକାକୁ ଚିନ୍ତାରେ ପକାଇଛି । ଏହି ସଂକ୍ରମଣ ରୋଗ ସମ୍ପର୍କରେ ଚାଇନା ପାଖାପାଖି ଦେଶଗୁଡିକ କୌଣସି ରିପୋର୍ଟ ଦେଇ ନ ଥିଲେ ମଧ୍ୟ ଏଥିନେଇ ଏବେ ୱାର୍ଲ୍ଡ ହେଲଥ ଅରଗାନାଇଜେନଶନ ଚିନ୍ତା ପ୍ରକଟ…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ; କୋର୍ଟ ରଖିଲେ ଏଭଳି ସର୍ତ୍ତ

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ମା’ଙ୍କ ଶ୍ରାଦ୍ଧ ଲାଗି ବୁଧବାର ଦିନ ଓଡିଶା ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପୁଞ୍ଜିଲାଲଙ୍କୁ ଆସନ୍ତା ଜାନୁଆରୀ ୨୪…

ସୁନାଠୁଁ ଅଧିକ ମୂଲ୍ୟବାନ ପାଲାଡିୟମ୍‌; ଆକାଶଛୁଆଁ ହେଉଛି ଦର !

ବର୍ତ୍ତମାନ ସମୟରେ ସୁନାଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଛି ପାଲାଡିୟମ୍ । ଆଗାମୀ ଦିନରେ ଏହି ଧାତୁର ଦାମ୍ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ଆଜିର ଦିନରେ ଭାରତରେ ୧ ଗ୍ରାମ ପାଲାଡିୟମର ଦାମ ରହିଛି ୫ ହଜାର ୫୮୦ ଟଙ୍କା । କଣ ଏହି ପାଲାଡିୟମ୍ ? ପାଲାଡିୟମ୍ ହେଉଛି ରୂପା ପରି ଏକ…

ଜାନୁଆରୀ ୩୧ରୁ ଭୁବନେଶ୍ୱର ଦେଇ ଝାରସୁଗୁଡା-ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଉଡାଣ ଆରମ୍ଭ ହେବ । ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଦେଇ…

କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କ୍‌ମାନେ ଆଗଭର ହୁଅନ୍ତୁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍‌ମାନେ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବା ନିମନ୍ତେ ଆଗଭର ହୁଅନ୍ତୁ । ଓଡ଼ିଶାର ୮୦ ପ୍ରତିଶତରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ…

ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡିଂ କଲେ ପୁଣି ଜଣେ ଯୁବକ

ଟିଟଲାଗଡ: ଗତ ଜାନୁଆରୀ ୧୮ ତାରିଖ ଦିନ ଟିଟଲାଗଡ ରେଳ ଷ୍ଟେସନରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବା ଘଟଣାର ଭିଡିଓ ବୁଧବାର ଦିନ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ପ୍ରତାପ ବାରିକ ନାମକ ଜନୈକ ଯୁବକ ଅନଲାଇନ୍ ଦ୍ୱାରା ତାଙ୍କର ୭୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ କହିଥିଲେ । ଆହୁରି ମଧ୍ୟ…

ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ଅଲ ଲଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ କଲିକତାର ରାମଲିଲା ପାର୍କ ଠାରେ ବିଶାଳ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ମଙ୍ଗଳବାର ଦିନ ପ୍ରକାଶ୍ୟ ଅଧିବେଶନ ମଧ୍ୟଦେଇ ଉଦଘାଟିତ ହୋଇ ଯାଇଛି । ଭାରତବର୍ଷର ବିଶିଷ୍ଟ ନାରୀ ନେତ୍ରୀ ମେଧା ପାଟକର ଏହି ସମ୍ମିଳନୀକୁ ଉଦଘାଟନ…