ଦେଶର ଦୁଇ ବଡ଼ ସହର ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ୍ ଏକ୍ସପ୍ରେସର ଶୁଭାରମ୍ଭ
ଅହମଦାବାଦ: ଲଖନଉ-ଦିଲ୍ଲୀ ତେଜସ ଏକ୍ସପ୍ରେସର ସଫଳତା ପରେ ଆଜି ଅହମଦାବାଦ ରୁ ମୁମ୍ବାଇ ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ ଏକ୍ସପ୍ରେସ ଆରମ୍ଭ ହୋଇଛି | IRCTC ଦ୍ୱାରା ସଂଚାଳିତ ଅହମଦାବାଦ-ମୁମ୍ବାଇ-ଅହମଦାବାଦ ତେଜସ ଟ୍ରେନ କୁ ଆଜି ଅହମଦାବାଦ ରେଳଷ୍ଟେସନରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି…