Latest Odisha News

BREAKING NEWS

ସୁନା ଅଳଙ୍କାରରେ ହଲମାର୍କ ହେବ ବାଧ୍ୟତାମୂଳକ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ: ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ । ନିୟମ ଲାଗୁ କରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା…

ଟ୍ୱିଟରରେ ହେବ ପେମେଣ୍ଟ; ଅନ୍ୟକୁ ପଠାଇ ପାରିବେ ଟଙ୍କା !

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମଧ୍ୟ ଦୁନିଆଁ ର ସବୁଠୁ ବଡ଼ ସୋସିଆଲ ମିଡିଆ ସାଇଟ ଫେସବୁକର ରାସ୍ତାରେ ଚାଲିବାକୁ ଯାଉଛି | ଟ୍ୱିଟର ମଧ୍ୟ ଗୁଗୁଲ ଓ ଫେସବୁକ ପରି ନିଜର ପେମେଣ୍ଟ ସିଷ୍ଟମ ଆଣିବାକୁ ପ୍ରସ୍ତୁତି ଚଳାଇଛି | ହେଲେ ଟ୍ୱିଟର ଅଫିସିଆଲ ଭାବେ ଏ ସମ୍ପର୍କରେ କିଛି କହିନି |…

ଟିଣ୍ଡର ଡେଟିଂ ଆପ୍ ମାମଲା: ପୁଅ ପାଇଁ ନ୍ୟାୟ ମାଗିଲା ମାଆ

ଭୁବନେଶ୍ୱର: ଜେଲ୍ ଭିତରେ ପୁଅ, ବାହାରେ ବସିଛନ୍ତି ମାଆ । ଟିଣ୍ଡର ଆପ୍ ମାମଲାରେ ଘରୋଇ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇ ଜେଲ୍ ଯିବା ପରେ ମଙ୍ଗଳବାର ତାଙ୍କ ମା’ ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଥିଲେ । ତାଙ୍କ ପୁଅ ପ୍ରତି ଅନ୍ୟାୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ,…

ବିନା ଓଟିପିରେ ହୋଇପାରିବ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ; କିପରି ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ଅନଲାଇନ କମ୍ପାନୀ ନିଜ ପ୍ଲାଟଫର୍ମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ଆଉ ୱାନ ଟାଇମ ପାସୱାର୍ଡ ବା ଓଟିପି ଅଥେଣ୍ଟିକେଶନ ଦେବାକୁ ପଡିବନି | କମ୍ପାନୀର ଏହି ପଦକ୍ଷେପ ଦ୍ୱାରା କାରବାର ଅଧିକ ସହଜ ହେବ | ଆପଣଙ୍କ ସୂଚନା ଅନୁସାରେ ଜଣାଉଛୁ ଯେ ଇ-କମର୍ସ ସାଇଟ…

ଚିନ୍ତାଜନକ ସ୍ଥିତିରେ ରିୟେଲ୍ ଇଷ୍ଟେଟର ଅବସ୍ଥା: ୩୦ ପ୍ରତିଶତ ହ୍ରାସ ପାଇଲା ବିକ୍ରି

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ଖରାପ ଅବସ୍ଥା ମଧ୍ୟରେ ଦିଲ୍ଲୀ ସହିତ ଦେଶର ପ୍ରମୁଖ ନଅ ସହରରେ ଘର ବିକ୍ରି ବହୁତ ହ୍ରାସ ପାଇଛି । ଅକ୍ଟୋବରରୁ ଡିସେମ୍ବର ତ୍ରୟମସିକ ବିକ୍ରି ତଥ୍ୟ ଜାରୀ ହୋଇଛି। ପୂର୍ବ ବର୍ଷ ତୁଳନାରେ ଏହା ବହୁତ କମ ଅଛି। ରିପୋର୍ଟ ଅନୁସାରେ, ୨୦୧୯-୨୦…

‘ଆରଏମବିଏସଏସ’ର ୧୭,୫୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: କିପରି କରିବେ ଆବେଦନ, ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମହିଳା ବଳ ସ୍ୱାସ୍ଥ୍ୟ ସଂସ୍ଥାନ (ଆର୍‌ଏମ୍‌ବିଏସ୍‌ଏସ୍‌) ପକ୍ଷରୁ ୧୭,୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ କ୍ସବଗ୍ଦଗ୍ଦଗ୍ଦ.ମକ୍ଟ.ସଦ୍ଭ/କ୍ସରମକ୍ସଙ୍କସଗ୍ଧଜ୍ଞରଦ୍ଭଗ୍ଧ/ ରେ ଆବେଦନ କରିପାରିବେ । ଆବେଦେନ କରିବାର…

ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆ ଅଧିକାରୀଙ୍କ ରାଜ: ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆଙ୍କ ରାଜ । ଶୀର୍ଷସ୍ତରରେ ଦୁଇ ଓଡ଼ିଆ ଅଧିକାରୀ । ପୂର୍ବରୁ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀ ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଥିବାବେଳେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଏବେ ନିଯୁକ୍ତି ମିଳିଛି । କ୍ୟାବିନେଟ୍…

ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ/ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଆଜି ପୁରୀର ସ୍ୱର୍ଗଦ୍ୱାରକୁ ସ୍ୱର୍ଗତ ମହାପାତ୍ରଙ୍କ ପାର୍ଥିବ ଶରୀର…

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ର ‘ସୋସିଆଲ ସ୍ମାର୍ଟ ପ୍ରକଳ୍ପ’ରେ ବସ୍ତି ବାଳିକାଙ୍କ ଦୃଷ୍ଟାନ୍ତମୂଳକ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ ଦ୍ୱାରା ଏବଂ ଭୁବନେଶ୍ୱର ମହାନଗର ନିଗମ ଓ ୟୁନାଇଟେଡ଼୍ ନେସନ୍‌ସ ପପୁଲେସନ ଫଣ୍ଡ୍‌(ୟୁଏନ୍‌ଏଫ୍‌ପିଏ) ର ମିଳିତ ସହଯୋଗରେ 'ହମାରା ବଚ୍‌ପନ ଟ୍ରଷ୍ଟ୍‌' ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ସୋସିଆଲି ସ୍ମାର୍ଟ ପ୍ରକଳ୍ପରେ ରହିଥିବା ବାଳିକାମାନେ…

‘ମକର ସଂକ୍ରାନ୍ତି’ରେ କରନ୍ତୁ ନାହିଁ ଏହିସବୁ କାମ !

ଭୁବନେଶ୍ୱର: ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ମକର ପର୍ବ ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଏହି ଦିନରୁ ଧିରେ ଧିରେ ବଡ ହୋଇଥାଏ । ଏହି ଦିନ…