ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା; ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସଙ୍କ ଷଡଯନ୍ତ୍ର
ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୬ଷ୍ଠ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କୁ ମାରିବା ଲାଗି ନିଜ ରଙ୍ଗସଭାରେ ଷଡଯନ୍ତ୍ର କରିଛନ୍ତି ମହାରାଜା କଂସ ଓ ତାଙ୍କ ମନ୍ତ୍ରୀ ପରିଷଦମାନେ ।
ବିଚଳିତ କଂସ ମହାରାଜ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ନିଜ ରାଜ ଦରବାରରେ…