Latest Odisha News

BREAKING NEWS

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠ: ସ୍ୱୟଂ ଶ୍ରୀରାମ ସ୍ଥାପନ କରିଥିଲେ ପବିତ୍ର ଶିବଲିଙ୍ଗ

କୋରାପୁଟ: ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ । ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଏହିସ୍ଥାନର ପୌରାଣିକ କଥାବସ୍ତୁ: ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ ।…

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ଆଜିଠାରୁ ମହଙ୍ଗା ହେଲା ରେଳଯାତ୍ରା, ଜାଣନ୍ତୁ କେଉଁ ଶ୍ରେଣୀ ପାଇଁ କେତେ ରହିଛି ବର୍ଦ୍ଧିତ ଦର

ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ ଟିକେଟ ଦର ଜାନୁଆରୀ ୧ ତାରିଖ ନୂଆବର୍ଷରୁ ମହଙ୍ଗା ହୋଇଛି ରେଳଯାତ୍ରା । ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆଗ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ…

ନୂଆବର୍ଷରୁ ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ହେଲା ଏସଏମଏସ୍ ସେବା

ନୂଆଦିଲ୍ଲୀ: ନୂଆବର୍ଷର ଆଗମନକୁ ନେଇ ଛୁଆରୁ ବଡ ଯାଏଁ ସମସ୍ତେ ଉତ୍ସାହିତ ଥିବା ବେଳେ ଆଜିଠାରୁ ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହୋଇଛି ମୋବାଇଲ୍ ଏସଏମଏସ୍ ସେବା । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1212203085386272773?s=08…

ନୂଆବର୍ଷରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସି ସାରିଛି ନୂଆବର୍ଷ । ସବୁଆଡେ ଆନନ୍ଦ ଉତ୍ସବର ମାହୋଲ । ନାଚଗୀତ ମଉଜ ମଜଲିସ ସହ ସରାଦେଶ ପାଳନ କରୁଛି ନୂଆବର୍ଷ । Have a wonderful 2020! May this year be filled with joy and prosperity. May everyone be healthy and…

ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆସିଲା ନୂଆବର୍ଷ; ଜିରୋନାଇଟରେ ମତୁଆଲା ହେଲେ ଯୁବପିଢି

ଭୁବନେଶ୍ୱର: ନୂଆବର୍ଷର ଆଗମନକୁ ନେଇ ଛୁଆରୁ ବଡ ଯାଏଁ ସମସ୍ତେ ଉତ୍ସାହିତ ଥିବା ବେଳେ ଆଜି ସକାଳୁ ସକାଳୁ ବିଭିନ୍ନ ମନ୍ଦିର ପରିସରରେ ଲୋକଙ୍କର ଖୁବ୍ ଭିଡ ପରିଲିକ୍ଷିତ ହୋଇଛି । ଏଥିସହିତ ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଯୁବପିଢିମାନେ ଜିରୋନାଇଟରେ ମତୁଆଲା ହୋଇଥିବା ଦେଖିବାକୁ ମିଳିଛି ।…

ନୂଆବର୍ଷର ପ୍ରଥମଦିନ: ପୁରୀରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ !

ଭୁବନେଶ୍ୱର: ନୂଆ ବର୍ଷର ନୂଆ ସକାଳର ପହିଲି ସୂର୍ଯ୍ୟ ଉଦୟ ଆଣିଦେଇଛି ମନରେ ନୂଆ ଆଶା ଓ ନୂଆ ବିଶ୍ୱାସ । ଇଂରାଜୀ ନବବର୍ଷ ୨୦୨୦କୁ ସ୍ୱାଗତ କରିଛି ସାରା ବିଶ୍ୱ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଭାରି ଯାଇଛି ଉତ୍ସାହ ଓ ଉଦ୍ଦୀପନା। ସାରାରାତି ଜିରୋ ନାଇଟ୍ ସେଲିବ୍ରେସନ୍‌ ପରେ ଆଜି ନୂଆ…

ଜୟଦେବ ଭବନ ପାଠାଗାର: ଜ୍ଞାନ ଆହରଣର ଏକ ଅନନ୍ୟ ପୀଠ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଭୁବେନେଶ୍ୱରସ୍ଥିତ ଜୟଦେବ ଭବନ ତଥା ପୂର୍ବରୁ ନାମିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସ୍ୱଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି…

ଦେଶ ପାଇଁ ସହିଦ ମାଧୋ ସିଂଙ୍କ ପରିବାରର ବଳିଦାନ ଅବିସ୍ମରଣୀୟ: ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୫୭-୫୮ ମସିହା ସମୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଂଚଳରୁ ଯେଉଁ ସହଯୋଗ ମିଳିଥିଲା, ତନ୍ମଧ୍ୟରୁ ବରଗଡ…

‘ଟାଟାଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ’ର ୫ମ ସଂସ୍କରଣ; ଏକତ୍ରିତ ହେବେ ସାଂସ୍କୃତିକ ଜଗତର ଖ୍ୟତନାମା…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୦ ମସିହା ଜାନୁଆରୀ ୧୦ ରୁ ୧୨ ତାରିଖ ମଧ୍ୟରେ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ (ଟିଏସ୍ବିଏଲ୍ଏମ୍) ର ୫ମ ସଂସ୍କରଣ ଆୟୋଜନ କରାଯିବା ନେଇ ଟାଟା ଷ୍ଟିଲ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ ସାହିତ୍ୟୋତ୍ସବରେ ୩ ଦିନ ଧରି ସଂଗୀତ, ନୃତ୍ୟ ଓ ମଂଚ…