ଯାତ୍ରୀବାହୀ ବସ-ସାଇକେଲ ମୁହାଁମୁହିଁ ଧକ୍କା; ମା’ ଓ ପୁଅ ଗୁରୁତର ଆହତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ରାଜପଥରେ ଏକ ମର୍ମନ୍ତୁଦ ସଡ଼ଖ ଦୁର୍ଘଟଣା ଘଟି ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ବାରିପଦାରୁ ବେତନଟି ଯାଉଥିବା ଲକି ନାମକ ଏକ ଘରୋଇ ଯାତ୍ରୀ ବାହି ବସ ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କଲେଜ ଛକ…