ରିଲିଜ ହେଲା ଗୁଡ଼ନ୍ୟୁଜ: ପ୍ରଥମ ଦିନରେ ସାଉଁଟିଲା ଦର୍ଶକଙ୍କ ପ୍ରଶଂସା
ମୁମ୍ବାଇ: ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ଖିଲାଡି ବୟ ଅକ୍ଷୟ କୁମାର ଓ ବେବୋଙ୍କ ଅଭିନୀତ ମୁଭି ' ଗୁଡ଼ ନ୍ୟୁଜ' । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ରାଜ ମେହତା ।
ଏଥିରେ ଅକ୍ଷୟ କୁମାର, କରୀନା କପୁର, ଦିଲଜିତ୍ ଓ କିୟାରା ଆଡ଼ଭାଣୀ ପ୍ରମୁଖ…