ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଓଡିଶାର ୧୩ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି ।
ଏହାବ୍ୟତିତ ଆଭ୍ୟନ୍ତରିଣ ଜିଲ୍ଲା ସମେତ ପ୍ରାୟ ୨୧ଟି ଉପକୂଳ ଜିଲ୍ଲା…