୪ ବର୍ଷ ପରେ ଫେଡ୍ କପ ଟିମକୁ ଫେରିଲେ ସାନିଆ
ମୁମ୍ବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ପରେ ଫେଡକପ ଟିମରେ ସ୍ଥାନ ପାଇଛନ୍ତି । ଏସିଆ ଓସିଏନ ଗ୍ରୁପ ଏ’ ମୁକାବିଲା ପାଇଁ ସାନିଆଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଅଙ୍କିତା ରୈନା, ରିୟା ଭାଟିଆ ଋତୁଜା ଭୋଁସେଲ ଓ ଅଧିନାୟକ କରଗନ କୌର ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି ।…