Latest Odisha News

BREAKING NEWS

ଜାଣିରଖନ୍ତୁ ଗାଡ଼ିମାଲିକ ! ‘ବାହନ’ ଡାଟାବେସରେ ମୋବାଇଲ୍ ନମ୍ବର ଯୋଡ଼ିବା ଜରୁରୀ…

ଭୁବନେଶ୍ୱର: ଅପ୍ରେଲ ୧ ଠାରୁ ମୋବାଇଲ ନମ୍ବରକୁ 'ବାହାନ' ଡାଟାବେସ ସହ ଯୋଡିବା ଅନିର୍ବାଯ୍ୟ କରାଯାଇଛି। 'ବାହାନ' ଡାଟାବେସ ଏକ ପ୍ରକାର ଡିଜିଟାଲ ରେଜିଷ୍ଟର ଯେଉଁଥିରେ ଗାଡିର ସବୁ ପ୍ରକାର ତଥ୍ୟ ଏଥିରେ ରେଜିଷ୍ଟର ହୋଇଥାଏ | ଏହା ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ…

ଜାଣନ୍ତୁ ଦେଶର ୧୦ ପ୍ରମୁଖ ଏନକାଉଣ୍ଟର୍ ସ୍ପେଶାଲିଷ୍ଟଙ୍କୁ; ଜଣଙ୍କ ନାମରେ ରହିଛି ୧୦୪ଟି ଗୁଳିଚାଳନା !

ଭୁବନେଶ୍ୱର: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଏନକାଉଁଟର କରିଛି । ଏଥିନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଅଧିକାଂଶ ଏହା ସପକ୍ଷରେ ରହିଛନ୍ତି । ଭାରତରେ ଅନେକ ଏନେକ ପୋଲିସ ଏନକାଉଣ୍ଟର୍ ସ୍ପେଶାଲିଷ୍ଟ ଥିଲେ ମଧ୍ୟ ସେମାନଙ୍କ…

ଡିସେମ୍ବର ୧୨ ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୨ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ରବିବାର ଦିନ ସାମାନ୍ୟ…

ବ୍ୟସ୍ତ ବହୁଳ ଜୀବନରେ ଏହିପରି ନିଅନ୍ତୁ ନିଜର ଯତ୍ନ

ଭୁବନେଶ୍ୱର: ଆଧୁନିକତାର ସ୍ପର୍ଶ ଆମ ଦୈନନ୍ଦିନ ଜୀବନକୁ ଯେତିକି ସରଳ କରି ଦେଉଛି ଆମ ଶରୀରକୁ ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆହୁରି ମଧ୍ୟ ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରର ଧ୍ୟାନ ରଖିବା ଅନେକଙ୍କ ପକ୍ଷେ ସମ୍ଭବ ହେଉନାହିଁ । କେତେବେଳ ଅଫିସର କାର୍ଯ୍ୟ ବ୍ୟସ୍ତତା ତ ଆଉ କେତେବେଳେ ଘର…

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୨୭ % ମତଦାନ

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ଲାଗି ୨୦ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୩ଟା ସୁଦ୍ଧା ଏହି ୨୦ଟି ବିଧାନସଭା ଆସନର ସମସ୍ତ ପୋଲିଂ ବୁଥରେ ୫୯.୨୭ % ମତଦାନ ଅନୁଷ୍ଠିତ ହୋଇଯାଇଛି । ଆଜି କେତେକ ନିର୍ବାଚନ ମଣ୍ଡଳୀରେ କାଁଭାଁ ଉତ୍ତେଜନାକୁ ଛାଡ଼ିଦେଲେ…

କେନ୍ଦ୍ରାପଡାରେ ଅଟୋ ଓଲଟି ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ଗାରା ଛକ ନିକଟରେ ଶନିବାର ସକାଳେ ଏକ ଅଟୋ ରିକ୍ସା ଓଲଟି ଯିବାରୁ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଓ ଜଣେ ଶିକ୍ଷୟତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।…

ଏକାଗ୍ରତା ଏବଂ ଲକ୍ଷ୍ୟର ଅଭାବ ଯୋଗୁଁ ଦେଶରେ ବୈଜ୍ଞାନିକ ଗବେଷଣା ଦୁର୍ବଳ ହେଉଛି: ଶିକ୍ଷାବିତ୍ ସୁଧାକର ପଣ୍ଡା

ଭୁବନେଶ୍ୱର: ଏକାଗ୍ରତା ଏବଂ ଲକ୍ଷ୍ୟର ଅଭାବ ଯୋଗୁଁ ଦେଶରେ ବୈଜ୍ଞାନିକ ଗବେଷଣା ଦୁର୍ବଳ ହେବାରେ ଲାଗିଛି ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ତଥା ବୈଜ୍ଞାନିକ ପ୍ରଫେସର ସୁଧାକର ପଣ୍ଡା । ଅନେକ ସମୟରେ ଭାରତ କାହିଁକି ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଉ ନାହିଁ ବୋଲି ପ୍ରଶ୍ନ…

ପୁରାଣରେ ମା’ ଦକ୍ଷିଣକାଳୀ ଏବଂ ଶ୍ରୀଜଗନ୍ନାଥଙ୍କୁ ‘ଏକ’ ବୋଲି କୁହାଯାଇଛି, ଜାଣନ୍ତୁ କାହିଁକି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମା’ଦକ୍ଷିଣ କାଳୀ ମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ସିଂହଦ୍ୱାରଠାରୁ ଶ୍ୱେତଗଙ୍ଗା ଆଡକୁ ଯିବା ବାଟରେ ଏହା ବାମ ଦିଗରେ ପଡିଥାଏ । ଏହି ମନ୍ଦିରର ସମ୍ମୁଖ ଦ୍ୱାର ପୂର୍ବ ଦିଗକୁ ପ୍ରସାରିତ । ଠାକୁରାଣୀଙ୍କ ପାଖରେ ପହଂଚିବାକୁ ହେଲେ ୧୬ଟି ପାହଚ…

ଭୁବନେଶ୍ୱରର ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ଡିସି ଅଫିସ୍ ଘେରିଲେ ଅଭିଭାବକ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଅଭିଭାବକମାନେ ଶନିବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ…

ହୃଦଘାତରେ ପ୍ରାଣ ହରାଇଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଶନିବାର ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଗତ ଗୁରୁବାର ଦିନ ପୀଡିତାଙ୍କୁ ଜିଆନ୍ତା ଜାଳି ଦିଆଯିବା ପରେ ତାଙ୍କୁ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ…