Latest Odisha News

BREAKING NEWS

ଜାଣନ୍ତୁ, କେଉଁ ୨ଦିନ ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ୍

ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଆସନ୍ତା ଡିସେମ୍ବର ୫ ଓ ୬ ତାରିଖରେ ପରିବର୍ତ୍ତିତ ରୁଟରେ ଚଳାଚଳ କରିବ । ମୋଗଲସରାଇ ଡିଭିଜନ ନିକଟ ବାବୁଆ ଷ୍ଟେସନରେ ଜାରି ରହିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ…

ହାତୀ ଆକ୍ରମଣରେ ୨ ମୃତ, ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନିକଟରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ଅନ୍ୟ ୩ଜଣ ଏକ ଅଟୋରିକ୍ସାରେ ଘରକୁ ଫେରୁଥିବା ବେଳେ ସେମାନେ ଅଚାନକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ପରେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

କୋରାପୁଟ: କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ ଥାନା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି କୋଟପାଡ ଥ।। ଏଏସଆଇ ଶରତ କୁମାର ସାହୁ । ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜମିଜମା ବିବାଦ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା  ୨୯ ରିଖ ଶୁକ୍ରବାର ବିଛା ୧୩ ଦିନ ମାର୍ଗଶିର  ମାସ ଶୁକ୍ଳ  ପକ୍ଷ  ତୃତୀୟା  ତିଥି  ପୂର୍ବାଷାଢା  ନକ୍ଷତ୍ର ଧନୁ   …

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ଦୀର୍ଘଦିନର ରାଜନୈତିକ ସଙ୍କଟର ଅବସାନ ଘଟିବା ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । #WATCH Chief Minister designate Uddhav Thackeray & others take oath, at Shivaji Park in Mumbai. (Source: DGIPR…

ସରିଲା ମହାରାଷ୍ଟ୍ର ମହାନାଟକ; ଝାଡ଼ଖଣ୍ଡ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି

ରାଞ୍ଚି: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିବା ପରେ ଏବେ ଏନଡ଼ିଏ ଓ ୟୁପିଏର ଦୃଷ୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ ରହିଛି । ଆଦିବାସୀ ଜନବହୁଳ ଏହି ରାଜ୍ୟ ପ୍ରାକୃତିକ ଖଣିଜ ପଦାର୍ଥ ଲାଗି ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ…

ଝାଡ଼ଖଣ୍ଡ ନିର୍ବାଚନ: କେଉଁ ଦଳର କ’ଣ ଇସ୍ତାହାର ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତା ୩୦ ତାରିଖରେ ଆରମ୍ଭ ହୋଇ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ପୂର୍ବରୁ  ଉଭୟ ଏନଡ଼ିଏ ଏବଂ ୟୁପିଏ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଶାସକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ବରିଷ୍ଠ ନେତା ତଥା…

ଜେଏମଏମ ନେତା ହେମନ୍ତ ସୋରେନ ୨ଟି ଆସନରୁ ଲଢିବେ ନିର୍ବାଚନ

ରାଞ୍ଚି: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ଚଳିତ ବିଧାନସଭାରେ ନିର୍ବାଚନରେ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜେଏମଏମ ସୂତ୍ରରୁ ଜଣାପଡ଼ିଛି । ହେମନ୍ତ ସୋରେନ ୟୁପିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ…

ରିଲାଏନ୍ସ କମ୍ପାନୀ ଭାରତର ପ୍ରଥମ ଫାର୍ମ ଭାବେ ଅତିକ୍ରମ କଲା ୧୦ ଲକ୍ଷ କୋଟି ମାର୍କେଟ କ୍ୟାପ

ଭୁବନେଶ୍ୱର: ଦୁନିଆର ସବୁଠୁ ବଡ଼ ନିଫାଇନାରୀ ଏବେ ଭାରତର ପ୍ରଥମ କମ୍ପାନୀ ଯିଏ ବଜାର ପୁଞ୍ଜିକରଣରେ ୧୦ ଲକ୍ଷ କୋଟି ଅଙ୍କ ପର କରିଛି । ରିଲାଏନ୍ସ କମ୍ପାନୀର ସେୟାର ୦.୬୪ ପ୍ରତିଶତ ବଢି ୧,୫୭୯.୯୦ ଟଙ୍କାରେ ପହଞ୍ଚି ଯାଇଛି । ବ୍ଲୁମବର୍ଗର ହିସାବ ଅନୁସାରେ ନିପଟି ୫୦ ଇଂଡ଼େକ୍ସର ଅବଧି…

ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଅପରାହ୍ନରେ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନନ୍ଦନକାନନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ମୃତ ଆନାକୋଣ୍ଡା ଶରୀରର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ।…