ପୁରୁଷ ବେରୋଜଗାର କ୍ଷେତ୍ରରେ ସାରାଦେଶରେ ଓଡିଶାର ସ୍ଥାନ ପ୍ରଥମ : ରିପୋର୍ଟ
ଭୁବନେଶ୍ୱର: ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି । ଓଡ଼ିଶାରେ ବେକାର ପୁରୁଷଙ୍କ ସଂଖ୍ୟା ୩୨ % ହୋଇଥିବା ବେଳେ ବେକାରୀ ମହିଳାଙ୍କ ସଂଖ୍ୟା ୩୯.୨% ଓ ସାମଗ୍ରିକ ବେକାର ୩୩.୮ % ।
ପୁରୁଷ ବେକାର କ୍ଷେତ୍ରରେ ସାରାଦେଶରେ ପ୍ରଥମ ସ୍ଥାନରେ ଓଡିଶା । ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ଜଣ…