Latest Odisha News

BREAKING NEWS

ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମାରିଜୁଆନା ଚାଷର ଅନୁମତି ଦେବା ଆବଶ୍ୟକ: ତଥାଗତ

ଭୁବନେଶ୍ୱର: ଗଞ୍ଜେଇ ବା ମାରିଜୁଆନାର ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏହି ଚାଷକୁ ଅନୁମତି ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି ପୂର୍ବତନ ବିଜେଡ଼ି ସାଂସଦ ତଥାଗତ ଶତପଥୀ । “ଆଜି ମୁଁ ଜାଣିବାକୁ ପାଇଲି ଯେ, ଓଡ଼ିଶା ସରକାର ରାଜ୍ୟରେ ମାରିଜୁଆନା ବା ଗଞ୍ଜେଇ ଚାଷକୁ ଅନୁମତି ପ୍ରଦାନ…

ପଗଡ଼ି ବଦଳରେ ରାଜ୍ୟସଭା ମାର୍ଶାଲଙ୍କ ନୂଆ ମିଲିଟାରୀ ଡ୍ରେସକୁ ନେଇ ବିବାଦ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ସାଙ୍ଗକୁ ରାଜ୍ୟସଭାରେ ମାର୍ଶାଲଙ୍କ ନୂଆ ପୋଷାକକୁ ନେଇ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ସଂସଦରେ ମାର୍ଶାଲମାନେ ପାରମ୍ପରିକ ପଗଡ଼ି ପିନ୍ଧୁଥିବା ବେଳେ ଏହି ଅଧିବେଶନରୁ ମିଲିଟାରୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି…

ଦିଲ୍ଲୀରେ ଭୂକମ୍ପ; ଉତ୍ତର ଭାରତର ଅନେକ ସ୍ଥାନରେ ଝଟକା !

ନୂଆଦିଲ୍ଲୀ: ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ସନ୍ଧ୍ୟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଅନୁଭୂତ ହୋଇଥିବା ବେଳେ ରିଚର୍ ସ୍କେଲରେ ୫.୧ ରହିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପକାଶିତ ହୋଇଛି । ପାଣିପାଗ…

ଓଡ଼ିଶାର ବିଭିନ୍ନ କୋର୍ଟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାର ଲାଗି ପଡ଼ିରହିଛି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ୧୫.୬୫ ଲକ୍ଷ ମାମଲା ରାଜ୍ୟର ବିଭିନ୍ନ କୋର୍ଟରେ ବିଚାର ଲାଗି ପଡ଼ିରହିଛି । ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନିମ୍ନ…

ଅଭିଯୁକ୍ତ ସହ ସେଲ୍ଫି ଉଠାଇ ବିବାଦରେ ୨ ପୋଲିସ ଅଧିକାରୀ

ଭୁବନେଶ୍ୱର: ହତ୍ୟା ମାମଲାର ଗିରଫ ଜଣେ ଅଭିଯୁକ୍ତଙ୍କ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଥାନା ଆଇଆଇସି ବୁଲୁ ମୁଣ୍ଡା ସେଲ୍ଫି ଉଠାଇ ପରେ ବଦଳି ଘଟଣାକୁ ୨ ମାସ ନପୁରୁଣୁ ଏହିଭଳି ଆଉଏକ ଘଟଣା ସାମ୍ନାକୁ ଆସିଛି । ଧୋକାଧାରୀ ମାମଲାର ଗିରଫ ଜଣେ ଅଭିଯୁକ୍ତଙ୍କ ସହ ଦୁଇଜଣ ପୋଲିସ ଅଧିକାରୀଙ୍କ…

ଏଣିକି କ୍ଷେତ୍ରୀୟ କର୍ମଚାରୀ ଦେଇ ପାରିବେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର

ଭୁବନେଶ୍ବର: ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଏଣିକି ଆଉ ନିର୍ଦ୍ଦେଶାଳୟକୁ ଆସିବାକୁ ପଡ଼ିବନି । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣ ପତ୍ର ଦେଇ ପାରିବେ। ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ବାସଗୃହ ଓ ବଡ଼ କୋଠା ପାଇଁ ଅଗ୍ନି ସୁରକ୍ଷା…

ଆସନ୍ତା ୨୦୨୫ ବର୍ଷ ସୁଦ୍ଧା ସବୁ ଗାଁକୁ ପାଇପ ଯୋଗେ ମିଳିବ ପିଇବା ପାଣି: ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୨୦୨୪-୨୫ ସୁଦ୍ଧା ସମସ୍ତ ଗ୍ରାମାଞ୍ଚଳକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବା ନେଇ ପଞ୍ଚାୟତ ରାଜ୍ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଓ ବିଜେଡି ବିଧାୟକ ପ୍ରଦୀପ…

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆରମ୍ଭ ହେଲା ସେଗୱେ ପେଟ୍ରୋଲିଂ ସିଷ୍ଟମ

ଭୁବନେଶ୍ବର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ସେଗ୍ ୱେ ପାଟ୍ରୋଲିଂ ସିଷ୍ଟମ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚରେ ଏହା ସହାୟକ ହେବ ବୋଲି ପୂର୍ବତଟ ରେଳ ବିଭାଗର ର ମ୍ୟାନେଜର ସୂଚନା ଦେଇଛନ୍ତି ।…

ଓଡ଼ିଶା ସମଗ୍ର ଦେଶର ଏକ ଆଦର୍ଶ ରାଜ୍ୟ: କମଲ ହାସନ

ଭୁବନେଶ୍ୱର: ପ୍ରଖ୍ୟାତ ତାମିଲ୍ ଅଭିନେତା କମଲ୍ ହାସନ ଓଡ଼ିଶା ଦେଶର ଏକ ଆଦର୍ଶ ରାଜ୍ୟ ବୋଲି ମଙ୍ଗଳବାର ଦିନ କହିଛନ୍ତି । “ଓଡ଼ିଶା ଦେଶର ଏକ ଆଦର୍ଶ ରାଜ୍ୟ, ଆମେ ଏଠାରୁ ଜ୍ଞାନ ଆହରଣ କରି ଓଡ଼ିଶା ପରି ତାମିଲନଡୁର ବିକାଶ କରିବାକୁ ଚାହୁଁ । ଆମେ ସମସ୍ତ ରାଜ୍ୟଠୁଁ ପ୍ରେରଣା ପାଇଥାଉ ।…