Latest Odisha News

BREAKING NEWS

ରାଜ୍ୟରେ ୬୮୧୭ ଜଣ ସରକାରୀ କର୍ମଚାରୀଙ୍କ ନାଁରେ ରହିଛି ଭିଜିଲାନ୍ସ ମାମଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାକୁ ଭିଜିଲାନ୍ସ ଚେଷ୍ଟା ଜାରି ରଖିଥିବା ବେଳେ, ଏଯାଏଁ ଲାଞ୍ଚ ନେଇ ଧରାପଡ଼ିବା ଓ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୬୮୧୭ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ ହୋଇଥିବା ସୋମବାର ଦିନ ବିଧାନସଭାରେ…

ପାଣିପାଗର ପୂର୍ବାନୁମାନ କରି ସମୁଦ୍ରରେ କିପରି ପ୍ରଚୁର ମାଛ ଧରୁଛନ୍ତି ଏହି ମତ୍ସ୍ୟଜୀବୀ, ଜାଣନ୍ତୁ…

ଭଦ୍ରକ: ପାରମ୍ପରିକ ଭାବେ ସମୁଦ୍ରରୁ ମାଛ ଧରିଥାଆନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚୁଡ଼ାମଣି ଗାଆାଁର ଶଶିକାନ୍ତ ନାୟକ । ପୂର୍ବାପେକ୍ଷା ଏବେ କିନ୍ତୁ ଶଶିକାନ୍ତ ତାଙ୍କର ମାଛ ବେପାର ଭଲ ବଢାଇ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି । ଶଶିକାନ୍ତ ଏବେ ସମୁଦ୍ରରୁ…

ସରକାରୀ ଅଫିସରେ ‘ଭାଇ’ ଡାକକୁ ନାଁ; ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡିଶା ସରକାରୀ କାର୍ଯ୍ୟାଳୟରେ ଡ୍ୟୁଟି ଅବଧି ମଧ୍ୟରେ କର୍ମଚାରୀଙ୍କୁ ‘ଭାଇ’ ସମ୍ବୋଧନ କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ରାଜ୍ୟ ସରକାରଙ୍କ ପଶୁସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି…

ଜାପାନ ପାରାଲମ୍ପିକ୍ସ ୨୦୨୦: ରୌପ୍ୟ ଜିତିଲେ ପ୍ରମୋଦ ଭଗତ

ଭୁବନେଶ୍ୱର: ଟୋକିଓରେ ଗତ ରବିବାର ଦିନ ଅନୁଷ୍ଠିତ ହେଉଥିବା ଜାପାନ ପାରାଲମ୍ପିକ୍ସ ୨୦୨୦ର ପୁରୁଷ ଏକକ ବର୍ଗରେ ରୌପ୍ୟ ଜିତିଛନ୍ତି ଓଡିଶାର ପ୍ରମୋଦ ଭଗତ । ଉକ୍ତ ମ୍ୟାଚରେ ପ୍ରମୋଦ ଇଂଲଣ୍ଡର ୱାଲ୍ଡ ନଂ-୨ ଡାନିଏଲ୍ ବିଥେଲଙ୍କ ନିକଟରୁ ୨୧-୧୬ ଓ ୨୧-୧୯ରେ ପରାସ୍ତ ହୋଇଥିଲେ । ଏହାପୂର୍ବରୁ…

ବିଧାନସଭାରେ ପୁଣି ବିରୋଧିଙ୍କ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଜାରି ରହିଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧିମାନେ ସୋମବାର ଦିନ ଶାସକ ଦଳକୁ ଘେରିବା ସହ ଗୃହରେ ହୋହାଲ୍ଲା କରିଛନ୍ତି । ବିରୋଧିଙ୍କ ହୋହାଲ୍ଲା ଫଳରେ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି…

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ କାନ୍ଦିଗୁଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ଅତ୍ୟନ୍ତ ବିପଦଜନକ ଭାବେ ପ୍ରାୟ ୪କିମି. ଷ୍ଟ୍ରେଚରରେ ବୁହାଇ ନେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ…

ଶ୍ରୀଜଗନ୍ନାଥ ମନ୍ଦିରରେ ୪ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦିନ ହେବାକୁ ଥିବା ମହାପ୍ରଭୁଙ୍କ ‘ପଇତାଲାଗି’ ନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ‘ପଇତାଲାଗି’ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଅପରାହ୍ନ ୪ଟାରୁ…

ଘାଟି ତଳକୁ ଖସି ପଡିଲା ଟ୍ରକ୍, ୨ ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ନିକଟରେ ସୋମବାର ଦିନ ଏକ ଟ୍ରକ୍ ଘାଟି ତଳକୁ ଖସି ପଡିବା ଫଳରେ ପ୍ରାୟ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଏକ ଲୁହା ବୋଝେଇ ଟ୍ରକ୍ ଚଣ୍ଡିଗଡରୁ କୋଲକାତା ଅଭିମୁଖେ…

ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବୋବଡେ

ନୂଆଦିଲ୍ଲୀ: ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ବାଲିଯାତ୍ରାରେ ସୋନାଙ୍କ ଜଲଓ୍ବା, ରଙ୍ଗବତୀରେ ଝୁମିଲେ ଦର୍ଶକ

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ରବିବାର ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର । ବଲିଉଡ ଷ୍ଟାର ମ୍ୟୁଜିକ ନାଇଟରେ ପରିବେସିତ ଗୀତ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ…