ଚଳନ୍ତା କାରରେ ନିଆଁ; ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ
ଭୁବନେଶ୍ବର: ଭୁବନେଶ୍ଵର ଟଙ୍କପାଣି ରାସ୍ତାରେ ଯାଉଥିବା ଏକ କାର୍ ରେ ହଠାତ୍ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଦେଖୁ ଦେଖୁ କାରଟି ସଂପୂର୍ଣ୍ଣ ଜଲିଗଲା ।
ମିଳିଥିବା ସୂଚନା ଅନୁସାରେ, କାରଟିରେ ଗୋଟିଏ ପରିବାରର ୪ ଜଣ ଲୋକ ଥିଲେ । ନିଆଁ ଲାଗିବା ପରେ କାରରୁ ସମସ୍ତ ଚାରି ଜଣ…