Latest Odisha News

BREAKING NEWS

ପ୍ରବଳ ବର୍ଷାରେ ବାତିଲ୍ ହେଲା ବହୁ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ ହୋବା…

ବିଜେପୁର ଉପନିର୍ବାଚନ ଫଳାଫଳ: ବହୁ ଆଗରେ ବିଜେଡି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଥିବାବେଳେ ୧୨ ରାଉଣ୍ଡ ସୁଦ୍ଧା ବିଜେଡି ଅନ୍ୟ ପ୍ରତିଦ୍ୱନ୍ଦୀ ଦଳଙ୍କଠାରୁ ଆଗୁଆ ରହିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ…

ବିଧାନସଭା ନିର୍ବାଚନ ୨୦୧୯: ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭୋଟ ଗଣତିର ଯଥେଷ୍ଟ ଆଗରେ ରହିଥିବା ବେଳେ ହରିଆଣାରେ…

ବିଜେପୁର ଉପନିର୍ବାଚନ ଭୋଟଗଣତି: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବାବେଳେ ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ସବୁଠୁ ଆଗୁଆ ରହିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଖାତାରେ ୭୨୭୦…

ବର୍ଷାରେ ସ୍ଥିତି ବେହାଲ, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଜପତି: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜୀବନଯାତ୍ରା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଗଞ୍ଜାମ ଓ ଗଜପତି, ଢେଙ୍କାନାଳ, କଟକ, କେନ୍ଦ୍ରପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା…

ବିଜେପୁର ଉପନିର୍ବାଚନ: ଆଜି ଜଣାପଡ଼ିବ ଫଳାଫଳ, ଜାରି ରହିଛି ଭୋଟଗଣତି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବା ବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଭୋଟଗଣତି ପଦ୍ମପୁର ଆରଏମସି ମାର୍କେଟ୍ ୟାର୍ଡରେ ଆଜି ସକାଳୁ ଆରମ୍ଭ ହୋଇଛି । ଏହି ଭୋଟଗଣତି ୧୪ଟି ଟେବୁଲ ଏବଂ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଯାଜପୁର, ଅନୁଗୁଳ, ଢେଙ୍କାନାଳ, ରାୟଗଡା, ଗଞ୍ଜାମ,…

ଏବେ ରଙ୍ଗବେରଙ୍ଗ ଲତାରେ ସଜେଇ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଏବେ ଲତାରେ ସଜେଇହେବ ଭୁବନେଶ୍ୱର । ଖୁବଶୀଘ୍ର ଫ୍ଲାଇ ଓଭର୍ ତଳେ ଶୋଭାପାଇବାକୁ ଯାଉଛି ଫୁଲ ନଥିବା ଗଛ ଏବଂ ଆଳଂକାରିକ ତଥା ଦେଶୀ ଲତା । ସାରା ଭୁବନେଶ୍ୱରର ଭୁଚିତ୍ରକୁ ଏହିପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କରିବାର ପ୍ରୟାସ କରୁଛି ଭୁୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୪ ଗୁରୁବାର ତୁଳା ୭ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର :- ତୁଳା…

ଅର୍ଥ ହିଁ ଅନର୍ଥ

ବିଲୁପ୍ତି ବିପ୍ଳବ ଅର୍ଥ ହିଁ ଅନର୍ଥ ସୁଦର୍ଶନ ଦାସ ପୃଥିବୀ ସ୍ଥିର ଓ ସୂର୍ଯ୍ୟ ତା’ଚାରିପଟରେ ବୁଲୁଛି ନା ସୂର୍ଯ୍ୟ ସ୍ଥିର ଆଉ ପୃଥିବୀ ତା’ ଚାରିପଟେ ବୁଲୁଛି? – ଏହି ପ୍ରଶ୍ନଟି ୧୬ଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସମଗ୍ର ମାନବ ଜଗତକୁ ଆଚ୍ଛାଦିତ କରିଥିଲା । ୧୬୪୩ ମସିହାରେ ପୋଲାଣ୍ଡର…