Latest Odisha News

BREAKING NEWS

କୋହଲୀଙ୍କ ଦ୍ୱିଶତକ ସହ ୬୦୧ ରନର ବିଶାଳ ସ୍କୋର କଲା ଭାରତ

ପୁଣେ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ କପ୍ତାନ ବିରାଟ କୋହଲୀ ଦ୍ୱିଶତକ ହାସଲ କରିଛନ୍ତି । ଭାରତ ୫ଟି ୱିକେଟ ବିନିମୟରେ ହାସଲ କରିଛି ୬୦୧ ରନ । ଏଥିସହିତ ପାଳି ସମାପ୍ତି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିବସ ଖେଳ ଶେଷସୁଦ୍ଧା ୩…

ଓଡିଶାରେ ଜବତ ହେଲା ଚୀନ ଓ ୟୁଏଇରୁ ଚାଲାଣ ସୁନା

ରାଉରକେଲା: ହାୱଡା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ୨ ବ୍ୟବସାୟୀଙ୍କ ଠାରୁ ଜବତ କରାଯାଇଥିବା ସୁନା ଚୀନ ଓ ୟୁଏଇରୁ ଚାଲାଣ ହେଉଥିଲା । ଏନେଇ ଶୁକ୍ରବାର ଦିନ ଡାଇରେକୋ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାୟ ୫ କୋଟି…

ବରଗଡରେ ବ୍ୟବସାୟୀଙ୍କ ଗାଡିରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଗାଡିରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି । ବରଗଡ ଓ ବଲାଙ୍ଗିର ଜିଲ୍ଲା ସୀମାରେ ଗତକାଲି ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିବା…

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ? କବିର ଗୋଟିଏ ରୂପ ନା ସେ ବହୁରୂପୀ? ସେ…

ଶ୍ରୀମନ୍ଦିରର ଧ୍ୱଜା ବନ୍ଧା ସମୟରେ ହେଲା ପରିବର୍ତ୍ତନ, ଜାଣନ୍ତୁ କାହିଁକି

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ) ପକ୍ଷରୁ ମନ୍ଦିରର ଧ୍ୱଜା ବନ୍ଧା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଏହି ଧ୍ୱଜା ବନ୍ଧା ନୀତି କରାଯିବ । ଶୀତ ଦିନ ପାଖେଇ ଆସୁଥିବାରୁ ଏସଜିଟିଏ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ…

ବାଲେଶ୍ୱର: କୋଠା ବିସ୍ଫୋରଣ ଘଟଣାରେ ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଅକ୍ଟୋବର ୩ ତାରିଖରେ ଏକ ତିନି ମହଲା କୋଠାରେ ହୋଇଥିବା ବିସ୍ଫୋରଣର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତର ନାମ ଶ୍ରୀଧର ମହାନ୍ତି ବୋଲି ଜଣାପଡିଛି ।…

କେଆଇଏଫଏଫ୍ ୨୦୧୯ରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ‘ପାଟଣାଗଡ’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ପାଟଣାଗଡ’ ୨୫ ତମ କୋଲକାତା ଅର୍ନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ (କେଆଇଏଫଏଫ୍) ୨୦୧୯ ଓ ଏଲଆଇଏଫଏଫଟି ଇଣ୍ଡିଆ ଫିଲ୍ମ ମହୋତ୍ସବ ୨୦୧୯ରେ ପ୍ରଦର୍ଶିତ କରାଯିବ । କେଆଇଏଫଏଫ୍ ଫେଷ୍ଟିଭାଲ୍ କୋଲକାତାରେ ୮ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ।…

ଆଜି ମୋଦି-ଜିନପିଙ୍ଗ ଭେଟ, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଦକ୍ଷିଣ ଭାରତର ପ୍ରାଚୀନ ନଗର ତଥା ତାମିଲନାଡୁର ମମଲ୍ଲାପୁରମରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହେବା ନେଇ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୭)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ହାପି ବାର୍ଥ ଡେ ଅମିତାଭ…

ନୂଆଦିଲ୍ଲୀ: ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୭ ତମ ଜନ୍ମଦିନ ପାଳନ କରିଛନ୍ତି । ‘ବିଗ ବି’ଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ…