Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୧ ତାରିଖ ଶୁକ୍ରବାର କନ୍ୟା ୨୫ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ…

ଓଡ଼ିଆ ଝିଅ ଲିପିକାଙ୍କ କମାଲ୍; ଆରୋହଣ କଲେ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ

ଭୁବନେଶ୍ୱର: ଓଡ଼ିଆ ଝିଅ ଲିପିକା ସେଠ୍ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସକୁ ସଫଳତାର ସହିତ ଆରୋହଣ କରିଛନ୍ତି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ଡ଼ଲବା ଗ୍ରାମର ଏହି କୁନି ପର୍ବତାରୋହଣକାରୀ ଲିପିକା ୫୬୪୨ ମିଟର ବା ୧୮,୫୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଶୃଙ୍ଗ ଆରୋହଣ କରି ଓଡ଼ିଶା ସମେତ ଭାରତକୁ…

ବୋଲ୍ଡର୍ ଆକ୍ରମଣରେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର ଆହତ

ଯାଜପୁର: ଯାଜପୁରରେ ଜଣେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର କାର୍ଯ୍ୟରତ ଥିବା ସମୟରେ କୌଣସି ଅଜଣା ଦୁର୍ବୃତ୍ତଙ୍କ ବୋଲ୍ଡର୍ ମାଡ଼ରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ମହିଳା ଟ୍ରାଫିକ ଇନ୍ସପେକ୍ଟର ହେଉଛନ୍ତି ବିଜୟିନୀ ମଲ୍ଲ ଏବଂ ସେ ଚଣ୍ଡିଖୋଲ ଟ୍ରାଫିକ ପୋଲିସ ଷ୍ଟେସନରେ…

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ ଜ୍ୟୋତି ନନ୍ଦ ପ୍ରଥମରେ, କାହାର କିଛି କ୍ଷତି କରନାହିଁ । ଏହା ହେଉଛି ତାଙ୍କର ସର୍ବପ୍ରଥମ ଏବଂ ମୌଳିକ ବିଚାର । ତାହାପରେ ଆଉ ଯାହା କିଛି । ସେ ଯେଉଁ ସମୟର ଆଉ ଯେଉଁଠିକାର, ସେଠାରେ କୌଣସି ବିଚାରବନ୍ତର ସେତେବେଳେ ସାମାଜିକ ଆସ୍ଥାନଟି ବେଶ ଉଚ୍ଚରେ…

ଭାରତଠୁଁ ‘ବ୍ରହ୍ମୋସ କ୍ଷେପଣାସ୍ତ୍ର’ କିଣିବ ଫିଲିପାଇନ୍ସ !

ନୂଆଦିଲ୍ଲୀ: ଭାରତରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ଆଗ୍ରହ ପ୍ରକାଶ କରିଛି । ଏଥିଲାଗି ଫିଲିପାଇନ୍ସ ସରକାର ଏବେ ଭାରତ ସରକାରଙ୍କ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି । ଏହି ମିସାଇଲ ପାଇବାପରେ ନିଜ ଦେଶ ପ୍ରତି ଆସୁଥିବା…

ସଂସ୍ଥା ବନ୍ଦ ହୋଇଯିବା ଖବର ଏକ ଗୁଜବ: ବିଏସଏନଏଲ୍

ଭୁବନେଶ୍ୱର: ଏବେ ପ୍ରଚୁର କ୍ଷତିରେ ଚାଲିଥିବା ଦେଶର ସର୍ବ ବୃହତ ଟେଲିକମ୍ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ) ବନ୍ଦ ହୋଇଯିବା ନେଇ ଗଣମାଧ୍ୟମରେ କିଛି ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏହା ଏକ ଗୁଜବ ବୋଲି ବିଏସଏନଏଲ କହିଛି । ବିଏସଏନଏଲର ବରିଷ୍ଠ ପଦାଧିକାରୀ ତଥା ଓଡ଼ିଶାର…

ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ବିଜେପି ନେତା ଜେପି ନଡ୍ଡା

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଓ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ୨ ନେତା ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକରେ ଯୋଗ…

ମୟଙ୍କ ଅଗ୍ରୱାଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ପ୍ରଥମ ଇନିଂସ

ପୁଣେ: ଭାରତ ଓ ଦକ୍ଷିଣ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେର ଏମସିଏ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ କରିଛି ୨୭୩ ରନ । That will be Stumps on Day 1 in Pune. #TeamIndia 273/3. Kohli 63*, Rahane 18*. Join us for Day…

ସଲମାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ ଚଢ଼ାଉ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ବଙ୍ଗଳାରେ ବୁଧବାର ଦିନ ଚଢାଉ କରିଛି ମୁମ୍ବାଇ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରେ ଚଢ଼ାଉ କରି ଜଣେ ୬୨ ବର୍ଷୀୟ ଫେରାର ଆସାମୀ ସିଦ୍ଧେଶ୍ବର ରାଣାକୁ ଗିରଫ କରିଛି ମୁମ୍ବାଇ ପୋଲିସ। ଅଭିଯୁକ୍ତ ଜଣଙ୍କ…