Latest Odisha News

BREAKING NEWS

କାଠଯୋଡି ନଦୀକୁ ଡେଇଁଥିବା ଯୁବକଙ୍କ ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

କଟକ: କାଠଯୋଡି ନଦୀ ମଧ୍ୟକୁ ଗତ ବୁଧବାର ଦିନ ଡେଇଁ ପଡିଥିବା ନିଖୋଜ ଯୁବକକୁ ଖୋଜିବା ଲାଗି ଦ୍ୱିତୀୟ ଦିନରେ ବି ଉଭୟ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ କର୍ମଚାରୀ ମିିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଦେବବ୍ରତ…

ମାଓ ଅଧ୍ୟୁଷିତ ଅଞ୍ଚଳରେ ଖୋଲିବ ଡାକଘର

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରରେ ଡାକସେବା ପ୍ରଦାନ କରିବା ଲାଗି ପ୍ରାୟ ୧୩୩ଟି ଡାକଘର ନିର୍ମାଣ ପାଇଁ ଓଡିଶା ଡାକ ପରିମଣ୍ଡଳ ନିଷ୍ପତ୍ତି ନେଇଛି । ଖାସକରି ମାଓ ଅଧ୍ୟୁଷିତ ଅଞ୍ଚଳରେ ଡାକସେବା ପ୍ରଦାନ ଲାଗି ଯୋଜନା ରହିଛି । ଗତ ବୁଧବାର ଦିନ ‘ବିଶ୍ୱ ଡାକ ଦିବସ’ ଅବସରରେ ଏକ…

‘ଜିଓ’ର ନୂଆ ନିୟମ; ଅନ୍ୟ ନେଟଓ୍ୱର୍କକୁ କଲ ପାଇଁ ଦେବାକୁ ପଡିବ ମିନିଟକୁ ‘ଛ’ ପଇସା

ନୂଆଦିଲ୍ଲୀ: ଆଜିଠାରୁ ଲାଗୁହେଲା ଜିଓର ନିୟମ । ଜିଓ ନେଟୱର୍କରୁ ଅନ୍ୟ ନେଟଓ୍ୱର୍କକୁ କଲ୍‌ କଲେ ଏବେ ଦେବାକୁ ପଡିବ ଦେୟ । ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ମିନିଟ୍‌ ପିଛା ଦେବାକୁ ପଡିବ 'ଛଅ ପଇସା' । ପୂର୍ବରୁ ଜିଓ ସମସ୍ତ ନେଟୱର୍କକୁ ମାଗଣା କଲ୍‌ ସେବା ଯୋଗାଇଦେଉଥିବା…

ସିସିଟିଭି ନଜରରେ କେନ୍ଦ୍ରାପଡା ସହର !

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରରେ ଦିନକୁ ଦିନ ବଢୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ଏବେ ଲାଗିବ ସିସିଟିଭି । ପ୍ରାପ୍ତ ସୂଚନାନୁଯାୟୀ ସହରର ପ୍ରମୁଖ ୧୨ଟି ସ୍ଥାନରେ ପ୍ରାୟ ୩୬ଟି ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୋଲିସ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି…

ପୁରୀ ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ଗୁରୁବାର ସକାଳେ ଭାସିଯାଉଥିବା ବେଳେ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ । ଉକ୍ତ ପର୍ଯ୍ୟଟକଙ୍କ ନାମ ଲୀଳାବତି ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୁରୀ ସମୁଦ୍ରରେ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୬)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୦ ତାରିଖ ଗୁରୁବାର କନ୍ୟା ୨୪ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟ, ସିରିଜ୍ ଲକ୍ଷ୍ୟରେ ବିରାଟ ବାହିନୀ

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଗୁରୁବାର ଠାରୁ ୨ୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ସଂଘ(ଏମସିଏ) ଷ୍ଟାଡିୟମ ଠାରେ ଏହି ୨ୟ ଟେଷ୍ଟ…

ବିଜେପୁର ଉପ-ନିର୍ବାଚନ: ନବୀନ ଜନ୍ମଦିନ ପରେ ଆରମ୍ଭ କରିବେ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୬ ତାରିଖରେ ତାଙ୍କର ଜନ୍ମଦିନ ପରଦିନ ହିଁ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ବିଜେପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ଦୀର୍ଘ ପାଞ୍ଚଦିନ ଧରି ଦୁର୍ଗାପୂଜା ଉପଲକ୍ଷେ ବିଜେପୁର…

ଜମ୍ମୁ ଓ କାଶ୍ମୀର ବିସ୍ଥାପିତଙ୍କ ଲାଗି ୫.୫ ଲକ୍ଷ ଟଙ୍କା ଲେଖାଏଁ କେନ୍ଦ୍ରସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ବିସ୍ଥାପିତ ପରିବାର ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପାକ ଅଧିକୃତ ଜମ୍ମୁ ଓ କାଶ୍ମୀର ଏବଂ ଛାମ୍ବରରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଜମ୍ମୁ ଓ କାଶ୍ମୀର ପାଇଁ ୨୦୧୫ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ…