ଏମିତି ଏକ ସ୍ଥାନ, ଯେଉଁଠି ଗୋରା ପିଲା ଜନ୍ମ ହେଲେ ମିଳେ ମୃତ୍ୟୁଦଣ୍ଡ !
ଭୁବନେଶ୍ୱର: ଶିଶୁଟିଏ ମାଆ ଗର୍ଭରେ ଥିବାବେଳେ, ପିଲାଟି କିପରି ଗୋର ଆଉ ସୁନ୍ଦର ହେବ, ସେଥିପାଇଁ ମାଆକୁ ଫଳ ଓ କେଶର ଭଳି ଖାଦ୍ୟ ଦିଆଯାଇଥାଏ । ପ୍ରାୟତଃ ନବଜାତ ଶିଶୁଟିର ବର୍ଣ୍ଣ ଗୋରା ହୋଇଥିଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ ।
କିନ୍ତୁ କଣ ଆପଣ ଭାବି ପାରୁଛନ୍ତି ଯେ, ଶିଶୁଟିର…