ବଲାଙ୍ଗୀରରୁ ଜବତ ହେଲା ୟୁନିଲିଭରର ନକଲି ସାମ୍ପୋ ଓ ଫେସୱାସ୍
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜି ଅଞ୍ଚଳର ଏକ ଦୋକାନରେ ରବିବାର ଦିନ ପୋଲିସ ସହ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରି ନକଲି ସାମ୍ପୋ ଓ ଫେସୱାସ୍ ଜବତ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ,ଗ୍ରାହକ ମାନଙ୍କ ବାରମ୍ବାର ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ଉକ୍ତ…