Latest Odisha News

BREAKING NEWS

ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଉଛି କୁଲଦୀପ ମଗର । ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ନାବାଳିକାକୁ ବଳାତ୍କାର କରିବା ସହ ତା ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି ।…

ବାହୁବଳୀଙ୍କ କ୍ରେଜ: ରିଲିଜ ହେବାକ୍ଷଣି ସୋସିଆଲ ମିଡିଆରେ ଛାଇଗଲା ‘ସାହୋ’ର ପୋଷ୍ଟର

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହେଉହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସିନେମାରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କପୂର ନଜର ଆସିବେ । ପ୍ରଭାସ ଓ ଶ୍ରଦ୍ଧା ଥିବା ପୋଷ୍ଟରକୁ ତରୁଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ…

ବିରୋଧୀ ଦଳଙ୍କ ବିରୋଧ ସତ୍ୱେ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାରିତ ହେଲା

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ବୈବାହିକ ଅଧିକାର ସୁରକ୍ଷା ସମ୍ପର୍କୀତ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାସ୍ ହୋଇଛି । ଗୁରୁବାର ଦିନ ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ସହିତ ଏହି ବିଲଟିକୁ ବିରୋଧ କରାଯାଇଥିଲା । ଏହା  ସତ୍ୱେ ବିଲ୍ ଟି ଗୃହରେ ପାରିତ ହୋଇଛି । ଏହି ‘ତିନି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୬-୦୭-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୬ ରିଖ ଶୁକ୍ରବାର କର୍କଟ ୧୦ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ନବମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର ଘାତ…

ସଂସଦରେ ଗୃହିତ ହେଲା ଆରଟିଆଇ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ନିକଟରେ ଲୋକସଭାରେ ଗୃହୀତ ହେବା ପରେ ସୂଚନା ଅଧିକାର ଆଇନ(ଆରଟିଆଇ) ସଂଶୋଧନ ବିଲ, ୨୦୧୯ ଆଜି ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ଆରଟିଆଇ ଆଇନର ସ୍ୱାଧୀନତା ଉପରେ ଉପରେ ଅଙ୍କୁଶ ଲଗାଇବାର କୌଣସି ଉଦ୍ଦେଶ୍ୟ…

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ସପୁରୀ ରସ..

ନିଜ ଲୋଭନୀୟ ବାସ୍ନାରେ ପାଟିରୁ ଲାଳ ଗଡେଇ ଆଣୁଥିବା ଏକ ଫଳ ହେଉଛି ସପୁରୀ । ଜୁସ୍, ଖଟେଇ, ଟୁଟିଫ୍ରୁଟି, ଏପରିକି ବିଟଲୁଣ ଓ ଲଙ୍କାଗୁଣ୍ଡ ସହ ପାଚିଲା ସପୁରୀର ସ୍ୱାଦ ନିଆରା। ତେବେ ପାଟିସୁଆଦ ସହିତ ସପୁରୀର ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬,…

ଆଗାମୀ ତିନିଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଇଏମଡି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଗୁରୁବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି । ଜାତୀୟ ପାଣିପାଗ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ,…

ଘଟଗାଁର ଆରାଧ୍ୟ ଦେବୀ ମା’ ତାରିଣୀ

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠ । ମାଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଛୁଟିଆସିଥାନ୍ତି । ମା' ଙ୍କ ପାଖକୁ ଆସିପାରୁ ନଥିବା ଭକ୍ତ ମା'ଙ୍କ ପାଇଁ ନଡିଆଟିଏ ପଠାଇଦେଲେ ଅତି ଶ୍ରଦ୍ଧାର ସହ ମାଆ ତାକୁ…

ତାଳଚେର ମାଟି ଧସିବା ଘଟଣା: ଏମସିଏଲକୁ ଦାୟୀ କଲେ ସ୍ଥାନୀୟ ବିଧାୟକ

ତାଳଚେର: ତାଳଚେର ମାଟି ଧସିବା ଘଟଣାରେ ଗୁରୁବାର ଦିନ ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ମହାନଦୀ କୋଲଫିଲ୍ଡ ଲିମିଟେଡ଼ (ଏମସିଏଲ)କୁ ଦାୟୀ କରିଛନ୍ତି । "ଏମସିଏଲ ଅଧିକାରୀମାନେ ସୁରକ୍ଷାର ପୂର୍ବ ପ୍ରସ୍ତୁତି ବିନା କୋଇଲାଖଣିର ରେଡ଼ ଜୋନ୍ ଘୋଷିତ ହୋଇଥିବା ମାଟିତଳ ସ୍ଥାନରେ…

‘ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବ୍ୟୁନାଲ’ ଗଠନକୁ ଲୋକସଭାରେ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଏକକ ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ ନେଇ କେନ୍ଦ୍ର ନେଇଥିବା ନିଷ୍ପତ୍ତିକୁ ଗୁରୁବାର ଦିନ ବିଜୁ ଜନତା ଦଳ ବିରୋଧ କରିଛି । ଏହି ପ୍ରସଙ୍ଗକୁ ଲୋକସଭାରେ ଉପସ୍ଥାପିତ କରି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯଦିଓ ଜଳ ଉତ୍ସ ଏକ ରାଜ୍ୟ ଭିତ୍ତିକ…