ବିଶ୍ୱକପରେ କିପରି ସଭିଙ୍କ ହୃଦୟ ଜିଣିଲେ ୮୭ ବର୍ଷୀୟା କ୍ରିକେଟ୍ ଫ୍ୟାନ୍, ଜାଣନ୍ତୁ
ବର୍ମିଂହାମ୍: ଚଳିତ ବିଶ୍ୱକପରେ ଏବେ ପ୍ରତିଟି ମ୍ୟାଚକୁ ନେଇ ଯେତିକି ଆଲୋଚନା ହେଉଛି ତା’ଠୁଁ ବଳିଯାଇଛି ଜଣେ ୮୭ ବର୍ଷୀୟା ଭାରତୀୟ ଫାନଙ୍କୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ ଟିମର ବୟୋଜ୍ୟେଷ୍ଠ ଫ୍ୟାନ ହେଲେ ଚାରୁଲତା ପଟେଲ୍ । ଇଂଲଣ୍ଡର କ୍ରିକେଟ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖିବାର ନିଶା ଆଗରେ…