Latest Odisha News

BREAKING NEWS

ସାବଧାନ୍

ସାବଧାନ୍ ସଂଘମିତ୍ରା ରାଏଗୁରୁ ଅମୃତ କ'ଣ ବାରବାର ମିଳେ କାହାଣୀ ପେଡିରୁ ନାଗମଣି କ'ଣ ସତ ହୋଇ ଫେରେ ତଥାପି ମୁଁ ଖୋଜୁଛି ସେ ରାତି ଖୋଜୁଛି, ରାତିକୁ ୠତୁ କରି ମୋ ଅଗଣାରେ ଟାଂଗୁଥିବା ନୀଳ ମହୁମାଛି ତାରାରେ ତିଆରିବ ଘର ଜହ୍ନକୁ କରିବ ଝରକା ଦିନେ ଦେଇଥିଲା କଥା ଅଧା…

ମାନିଲାରେ ଏସୀୟ ମହିଳା ରଗବୀ ଚାମ୍ପିୟନସିପ: ୨୬ ଜଣିଆ ଦଳରେ ୭ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ଅନୁଷ୍ଠିତ ହେଉଛି ଏସୀୟ ରଗବୀ ଚାମ୍ପିୟନ୍ସିପ । ଏହି ପ୍ରତିଯୋଗିତା ନିମନ୍ତେ ଏକ ୨୬ ଜଣିଆ ଭାରତୀୟ ଦଳ ପ୍ରତିନିଧିତ୍ୱ କରିବେ । ଏହି ଦଳରେ ୭ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ମୁମ୍ବାଇ ଓ ଲୁଧିୟାନାରେ…

ପରକୀୟା

ପରକୀୟା ସଂଜିତ୍ କୁମାର ବଳ ଅଂଧାର ଝରାଇ ଆକାଶ ରାତିକୁ ଗାଢ଼ କରେ । ସେ ତା’ ନୂଆ ସଂସ୍କରଣର ଅନାବରଣ ପାଇଁ ଜିରୋ ପାୱାର ବଲ୍ବର ଆଲୁଅକୁ ଅତିଥି କରେ । ବଂଦ ଥାଇବି ମୁଁ ନିଜକୁ ଖୋଲାରଖେ ମୋର ଅନେକ ବ୍ୟାକୁଳତାର ବିନମ୍ର ଅନୁରୋଧରେ । ଗୋଟେ ଛାଇର ପାଦ ଶବ୍ଦକୁ…

ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆକର୍ଷଣୀୟ ହାତୀ ବେଶ ବା ଗଜାନନ ବେଶକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଭୋରରୁ ରତ୍ନ ସିଂହାସନରେ ଶ୍ରୀଜୀଉମାନଙ୍କ ସମସ୍ତ…

ଏଏସଆଇ ଦ୍ୱାରା ସମ୍ପନ୍ନ ହେଲା ଶ୍ରୀମନ୍ଦିର ‘ଫନି’ ମରାମତି କାର୍ଯ୍ୟ

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମରାମତି କାର୍ଯ୍ୟ ଠିକ୍ ସମୟରେ ସମ୍ପନ୍ନ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସୋମବାର ଦିନ ପ୍ରକାଶ କରିଛି । “ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ମହାନିର୍ଦ୍ଦେଶକ ଓଷା…

ସାଇବର ଅପରାଧ ରୋକିବା ଲାଗି ପ୍ରତିଷ୍ଠା ହେବ ୩ ନୂଆ ଥାନା: ଡିଜିପି

ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ୩ଟି ନୂଆ ସାଇବର ଥାନା ପ୍ରତିଷ୍ଠା ଲାଗି ନିର୍ଣ୍ଣୟ କରିଛି ଓଡିଶା ପୋଲିସ । “ଓଡିଶାରେ ସାଇବର ଅପରାଧ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୧୩ ମସିହାରେ ୧୨୦ଟି ମାମଲା ରୁଜୁ ହୋଇଥିବାବେଳେ…

୧୦୮ କୁମ୍ଭ ଜଳରେ ସ୍ନାନକଲେ ଚତୁର୍ଦ୍ଧା ମୂର୍ତ୍ତି, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି । ଶ୍ରୀମନ୍ଦିର ବେଢାସ୍ଥିତ ସ୍ନାନମଣ୍ଡପରେ ସେବାୟତମାନେ ଶ୍ରୀଜୀଉମାନଙ୍କ ସ୍ନାନ କରାଇଥିଲେ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ପୁରୀ…

ଜାଣନ୍ତୁ, ୧୭ତମ ଲୋକସଭାର ଏହି ୭ଟି ରୋଚକ କଥା…

ନୂଆଦିଲ୍ଲୀ : ଚଳିତ ନିର୍ବାଚନ ପରେ ୧୭ତମ ଲୋକସଭାର ପ୍ରଥମ ବଜେଟ୍ ଅଧିବବେଶନ ସୋମବାର ଦିନ ଆରମ୍ଭ ହୋଇଛି । ଏହା ହେଉଛି ମୋଦୀ ସରକାରର ଦ୍ୱିତୀୟ ପାଳିର ପ୍ରଥମ ଅଧିବେଶନ । ଆଜିର ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଜାଣନ୍ତୁ ସପ୍ତଦଶ ଲୋକସଭାର…

ଆଜି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜିଠୁ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଲୋକସଭାର କାମଚଳା ବାଚସ୍ପତି ଡ଼ଃ ବୀରନ୍ଦ୍ର କୁମାର ଅଧିବେଶନ ଆରମ୍ଭ ପରେ ସମସ୍ତ ସାଂସଦଙ୍କ ଶପଥ ପାଠ କରାଇଥିଲେ । ଏଥିସହିତ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲିରେ ଏକ ସୁଦୃଶ୍ୟ ଲମ୍ବା ବ୍ୟାଟ ନିର୍ମାଣ କରି ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । #AbhinandanTeamIndia  for winning against Pakistan in…