Latest Odisha News

BREAKING NEWS

ଆରମ୍ଭ ହେଲା ଓଜେଇଇ ଅନଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ୱାରା ଆୟୋଜିତ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ବେସଡ୍ ପ୍ରବେଶିକା ପରୀକ୍ଷା ତଥା ଅନଲାଇନ୍ ପରୀକ୍ଷା ଶନିବାର ଦିନ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ପାଖାପାଖି ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୮-୦୬-୨୦୧୯ ଶନିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୮ ରିଖ ଶନିବାର ବୃଷ ୨୫ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ବୃଷ ସିଂହ କନ୍ୟା ରାଶିର ଘାତ ବାର ଆଜି:…

ମନପ୍ରୀତଙ୍କ ୨ଟି ଚମତ୍କାର ଗୋଲ, ଭାରତ ୩-୧ରେ ବିଜୟୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମର ଭରପୁର ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରି ପୋଲାଣ୍ଡକୁ ୩-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି । ଏଫଆଇଏଚ ସିରିଜ୍ ଫାଇନାଲ୍ସରେ ଭାରତ କ୍ରମାଗତ ଭାବେ ଦ୍ୱିତୀୟ ବିଜୟ ହାସଲ କରି ୬ ପଏଣ୍ଟ ହାସଲ କରିପାରିଛି । ଭାରତୀୟ ହକି ଦଳକୁ…

ଲୋକସଭା ଉପ-ବାଚସ୍ପତି ଦୌଡ଼ରେ ଭର୍ତ୍ତୃହରି, ମୋଦୀଙ୍କ ସହ ଆଲୋଚନା କରିବେ ନବୀନ !

ଭୁବନେଶ୍ୱର: ଲୋକସଭା ଉପ-ବାଚସ୍ପତି ପଦବୀ ଦୌଡ଼ରେ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଜୁନ ୧୧ ତାରିଖରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବାର ଯଥେଷ୍ଟ…

ପ୍ରଣବ ସରକାରୀ ଉପ-ମୁଖ୍ୟ ସଚେତକ ଓ ରଜନୀକାନ୍ତ ସିଂହ ବିଜେଡିର ଉପ-ବାଚସ୍ପତି ପ୍ରାର୍ଥୀ ଘୋଷିତ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଧାନସଭା ଉପବାଚସ୍ପତି ପଦ ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ସେହିପରି ଯାଜପୁର ଜିଲ୍ଳାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳ…

ପୁଣି ବିଜେଡିକୁ ଫେରିପାରନ୍ତି ଦାମ !

ଭୁବନେଶ୍ୱର : ପାରଦ୍ୱୀପର ନବନିଯୁକ୍ତ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯଦି ଦଳ ସୁପ୍ରିମୋ ଚାହିଁବେ ତେବେ ବାପା ପୁନର୍ବାର ବିଜୁ ଜନତା ଦଳକୁ ଫେରିବେ । “ମୋ ବାପା ଜଣେ ପରିପକ୍ୱ ନେତା, ସେ…

କାଳିଆ ଯୋଜନା ଲାଗି ଅଧିକ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବେ ଓଡିଶା ସରକାର

ଭୁବନେଶ୍ୱର : ଓଡିଶା ସରକାର ୨୦୧୯-୨୦ ବର୍ଷ ଲାଗି କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ଅତିରିକ୍ତ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବା ପାଇଁ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ଓଡିଶାର ପାଖାପାଖି ୩୨.୩୪ ଲକ୍ଷ ଅତିରିକ୍ତ…

ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ପର୍ଯ୍ୟଟକ ପାଇପାରିବେ କ୍ରୁଜ୍ ସୁବିଧା

ଭୁବନେଶ୍ୱର : ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ମଧ୍ୟ ପର୍ଯ୍ୟଟକଙ୍କୁ ଖୁବଶୀଘ୍ର ମିଳିବ କ୍ରୁଜ୍ ସୁବିଧା। ଯାହାଫଳରେ ପର୍ଯ୍ୟଟକମାନେ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ଉଠାଇପାରିବେ। ‘ମରାଳ ମାଳିନୀ ନିଳାମ୍ବୁ ଚିଲିକା’ ଭାବେ ପରିଚିତି ପାଇଥିବା ଚିଲିକାରେ ଏଭଳି…

ଆସନ୍ତା ଜୁନ୍ ୯ରେ ମୋଦିଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର ସମ୍ଭାବନା ରହିଛି । ଦଳୀୟ କର୍ମୀଙ୍କ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଶନିବାର ଦିନ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରବିବାର ଦିନ ବିଜେଡି…

ଜ୍ୟୋଷ୍ଠା ଭାଗ

ଜ୍ୟୋଷ୍ଠା ଭାଗ ଅଞ୍ଜଳି ସାହୁ ଦୁନିଆରେ ଏତେ ବେଉସା ଥାଉ ଥାଉ ବାବୁ ଚାଚା କାହିଁକି ଏଭଳି ଗୋଟେ ବେଉସାକୁ ଆପଣେଇ ବସିଲେ କେଜାଣି? କେତେ କାହା ମନରେ ଏ ପ୍ରଶ୍ନ ବେଳ ଅବେଳରେ ଉଠି ପୁଣି ମିଳେଇଯାଏ ପବନରେ କି ଆକାଶରେ ସତେ କି! କେହି କେହି ତାଙ୍କର ଏତେ ବଡ଼ ଅବିଭାଜିତ ଯୌଥ ପରିବାରକୁ ନେଇ ଛକ…