ଲୋକସଭା ନିର୍ବାଚନ ଏକଜିଟ୍ ଫଳାଫଳ: ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ପୁଣି କ୍ଷମତାକୁ ଫେରିବ
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରିବ ବୋଲି ରବିବାର ଦିନ ଦେଶର ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲ୍ ସର୍ଭେରୁ ଜଣାପଡ଼ିଛି ।
ଦେଶରେ ସମୁଦାୟ ୫୪୨ଟି ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଛି । ଟୁଡ଼େସ ଚାଣକ୍ୟ ଏକଜିଟ୍ ପୋଲ୍ ଅନୁଯାୟୀ, ୩୫୦ଟି…