ବାତ୍ୟା ପ୍ରପୀଡ଼ିତଙ୍କ ଲାଗି ରିଲିଫ ପ୍ୟାକେଜ୍ ଘୋଷଣା କଲେ ଓଡ଼ିଶା ସରକାର
ଭୁବନେଶ୍ୱର: ବାତ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କ ସହାୟତା ଲାଗି ଓଡ଼ିଶା ସରକାର ରିଲିଫ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ବାତ୍ୟାରେ ଓଡ଼ିଶାରେ ୪୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ…